"ଫୋନ୍ କଲଗୁଡ଼ିକ"
"ଫୋନ୍ କରନ୍ତୁ"
"ଅଜଣା"
"ମିସଡ୍ କଲ୍"
"କାର୍ଯ୍ୟସ୍ଥଳୀରୁ ଆସିଥିବା ମିସଡ୍ କଲ୍"
"ମିସ୍ଡ କଲ୍"
"%sଟି ମିସ୍ଡ କଲ୍"
"%sଙ୍କ ଠାରୁ ମିସ୍-କଲ୍ ମିଳିଛି"
"କଲବ୍ୟାକ୍ କରନ୍ତୁ"
"ମେସେଜ୍ ଦିଅନ୍ତୁ"
"କଲ୍ ବିଚ୍ଛିନ୍ନ କରାଯାଇଛି"
"ଏକ ଜରୁରୀକାଳୀନ କଲ୍ କରାଯାଇଥିବାରୁ %sଙ୍କୁ କରାଯାଇଥିବା କଲ୍ ବିଚ୍ଛିନ୍ନ କରାଯାଇଛି।"
"ଏକ ଜରୁରୀକାଳୀନ କଲ୍ କରାଯାଉଥିବା ଯୋଗୁଁ ଆପଣଙ୍କ କଲ୍ ବିଚ୍ଛିନ୍ନ ହୋଇଯାଇଛି।"
"ବ୍ୟାକ୍ଗ୍ରାଉଣ୍ଡ କଲ୍"
"%s ବ୍ୟାକ୍ଗ୍ରାଉଣ୍ଡରେ ଏକ କଲ୍ କରିଛି। ଏହା ଆପ୍ କଲ୍ ସମୟରେ ଅଡିଓ ଆକ୍ସେସ୍ କରିପାରେ ଏବଂ ଚଲେଇପାରେ।"
"%s ଉତ୍ତର ଦେଉନାହିଁ"
"ଆପଣଙ୍କ କଲ୍ ପାଇଁ ଆପଣଙ୍କ ଡିଭାଇସରେ ଥିବା ଫୋନ୍ ଆପ୍ ବ୍ୟବହାର କରାଯାଇଥିଲା"
"କଲ୍ ମ୍ୟୁଟ୍ କରାଯାଇଛି।"
"ସ୍ପିକରଫୋନ୍କୁ ସକ୍ଷମ କରାଯାଇଛି ।"
"ବର୍ତ୍ତମାନ କଥା ହୋଇପାରିବ ନାହିଁ। କଥା କ’ଣ?"
"ମୁଁ ଟିକେ ପରେ ଆପଣଙ୍କୁ କଲ୍ କରିବି।"
"ମୁଁ ଆପଣଙ୍କୁ ପରେ କଲ୍ କରିବି।"
"ବର୍ତ୍ତମାନ କଥା ହୋଇପାରିବ ନାହିଁ। ମୋତେ ପରେ କଲ୍ କରିବେ?"
"ଶୀଘ୍ର ଉତ୍ତର"
"ଶୀଘ୍ର ଉତ୍ତରକୁ ଏଡିଟ୍ କରନ୍ତୁ"
"ଶୀଘ୍ର ଉତ୍ତର"
"%sକୁ ମେସେଜ୍ ପଠାଗଲା।"
"Message failed to send to %sକୁ ପଠାଇବାକୁ ମେସେଜ୍ ବିିିିଫଳ ହୋଇଛି"
"କଲ୍ କରିବା ଆକାଉଣ୍ଟ"
"କେବଳ ଜରୁରିକାଳୀନ କଲ୍କୁ ଅନୁମତି ଦିଆଯାଇଛି।"
"ଫୋନ୍ର ବିନାଅନୁମତିରେ ଏହି ଆପ୍ଲିକେଶନ୍ ଆଉଟ୍ଗୋଇଙ୍ଗ କଲ୍ କରିପାରିବ ନାହିଁ।"
"ଗୋଟିଏ କଲ୍ କରିବା ପାଇଁ ଏକ ବୈଧ ନମ୍ବର୍ ପ୍ରବେଶ କରନ୍ତୁ।"
"ଏହି ସମୟରେ କଲ୍ ଯୋଡ଼ାଯାଇପାରିବ ନାହିଁ।"
"ହଜିଯାଇଥିବା ଭଏସମେଲ୍ ନମ୍ବର୍"
"SIM କାର୍ଡରେ କୌଣସି ଭଏସମେଲ୍ ନମ୍ବର୍ ଷ୍ଟୋର୍ କରାଯାଇନାହିଁ।"
"ନମ୍ବର୍ ଯୋଡ଼ନ୍ତୁ"
"%sକୁ ଆପଣଙ୍କ ଫୋନ୍ର ଡିଫଲ୍ଟ ଆପ୍ କରିବେ?"
"ଡିଫଲ୍ଟ ସେଟ୍ କରନ୍ତୁ"
"ବାତିଲ୍ କରନ୍ତୁ"
"%s କଲ୍ କରିବା ଏବଂ କଲ୍ର ସମସ୍ତ ଦିଗକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବ। କେବଳ ନିଜର ଭରସାଯୋଗ୍ୟ ଆପ୍କୁ ଡିଫଲ୍ଟ ଫୋନ୍ ଆପ୍ ଭାବେ ସେଟ୍ କରିବା ଉଚିତ୍।"
"%sକୁ ଆପଣଙ୍କ ଡିଫଲ୍ଟ କଲ୍ ସ୍କ୍ରିନିଂ ଆପ୍ କରିବେ?"
"%s କଲ୍ ସ୍କ୍ରିନ୍ କରିପାରିରିବେ ନାହିଁ।"
"ଆପଣଙ୍କ ଯୋଗାଯୋଗରେ ନଥିବା କଲର୍ଙ୍କ ସମ୍ଵନ୍ଧରେ ସୂଚନା ଦେଖିବାକୁ %s ସକ୍ଷମ ହେବେ। କେବଳ ଆପଣ ବିଶ୍ଵାସ କରୁଥିବା ଆପ୍ସ ଡିଫଲ୍ଟ କଲ୍ ସ୍କ୍ରିନିଂ ଆପ୍ ଭାବରେ ସେଟ୍ ହେବା ଆବଶ୍ୟକ ଅଟେ।"
"ଡିଫଲ୍ଟ ସେଟ୍ କରନ୍ତୁ"
"ବାତିଲ୍ କରନ୍ତୁ"
"ବ୍ଲକ୍ କରାଯାଇଥିବା ନମ୍ବର୍"
"ବ୍ଲକ୍ କରାଯାଇଥିବା ନମ୍ବର୍ରୁ ଆପଣ କଲ୍ କିମ୍ବା ଟେକ୍ସଟ୍ ଗ୍ରହଣ କରିପାରିବେ ନାହିଁ।"
"ଗୋଟିଏ ନମ୍ବର୍ ଯୋଡ଼ନ୍ତୁ"
"%1$sକୁ ଅନବ୍ଲକ୍ କରିବେ?"
"ଅନବ୍ଲକ୍ କରନ୍ତୁ"
"ଏହାର କଲ୍ ଓ ଟେକ୍ସଟ୍କୁ ବ୍ଲକ୍ କରନ୍ତୁ"
"ଫୋନ୍ ନମ୍ଵର୍"
"ବ୍ଲକ୍ କରନ୍ତୁ"
"କେବଳ ଡିଭାଇସ୍ର ମାଲିକ ଅବରୋଧ କରାଯାଇଥିବା ନମ୍ବର୍କୁ ଦେଖିପାରିବେ ଓ ପରିଚାଳନା କରିପାରିବେ।"
"ଅନବ୍ଲକ୍ କରନ୍ତୁ"
"ଅସ୍ଥାୟୀରୂପେ ଅବରୋଧ ଅଫ୍ ଅଛି"
"ଆପଣ ଗୋଟିଏ ଜରୁରିକାଳୀନ ନମ୍ବର୍କୁ ଡାଏଲ୍ କିମ୍ବା ଟେକ୍ସଟ୍ କରିବା ପରେ, ଜରୁରିକାଳୀନ ସେବା ଆପଣଙ୍କୁ ଯୋଗାଯୋଗ କରିବାକୁ ସୁନିଶ୍ଚିତ କରିବା ପାଇଁ ଅବରୋଧକୁ ବନ୍ଦ କରିଦିଆଯାଇଥାଏ।"
"ବର୍ତ୍ତମାନ ପୁନଃସକ୍ଷମ କରନ୍ତୁ"
"%1$s ବ୍ଲକ୍ କରାଯାଇଛି"
"%1$s ଅନବ୍ଲକ୍ କରାଯାଇଛି"
"ଜରୁରିକାଳୀନ ନମ୍ବର୍କୁ ଅବରୋଧ କରିବାରେ ଅକ୍ଷମ।"
"%1$sକୁ ଅବରୋଧ କରାଯାଇସରିଛି।"
"କଲ୍ କରିବା ପାଇଁ ବ୍ୟକ୍ତିଗତ ଡାଏଲର୍କୁ ବ୍ୟବହାର କରନ୍ତୁ"
"%2$s ଠାରୁ %1$sକୁ କଲ୍ କରନ୍ତୁ"
"%2$s ଠାରୁ %1$s ଭିଡିଓ କଲ୍ କରନ୍ତୁ"
"ଉତ୍ତର ଦେବାଦ୍ଵାରା ଆପଣଙ୍କର %1$s କଲ୍ ସମାପ୍ତ ହୋଇଯିବ"
"ଉତ୍ତର ଦେବାଦ୍ଵାରା ଆପଣଙ୍କର %1$s କଲ୍ ସମାପ୍ତ ହୋଇଯିବ"
"ଉତ୍ତର ଦେବାଦ୍ଵାରା ଆପଣଙ୍କର %1$s ଭିଡିଓ କଲ୍ ସମାପ୍ତ ହୋଇଯିବ"
"ଉତ୍ତର ଦେବାଦ୍ଵାରା ଆପଣଙ୍କର ଜାରି ରହିଥିବା କଲ୍ ସମାପ୍ତ ହୋଇଯିବ"
"ଉତ୍ତର ଦେବାଦ୍ଵାରା ଆପଣଙ୍କର ଜାରି ରହିଥିବା କଲ୍ ସମାପ୍ତ ହୋଇଯିବ"
"ଉତ୍ତର ଦେବାଦ୍ଵାରା ଆପଣଙ୍କର ଜାରି ରହିଥିବା ଭିଡିଓ କଲ୍ ସମାପ୍ତ ହୋଇଯିବ"
"ଉତ୍ତର ଦିଅନ୍ତୁ"
"ଅସ୍ୱୀକାର"
"ଏହି ପ୍ରକାରର କଲ୍ ସମର୍ଥନ କରୁଥିବା କଲିଂ ଆକାଉଣ୍ଟ ନଥିବା ଯୋଗୁଁ କଲ୍ କରାଯାଇପାରିବ ନାହିଁ।"
"ଆପଣଙ୍କର %1$s କଲ୍ ହେତୁ କଲ୍ କରାଯାଇପାରିବ ନାହିଁ।"
"ଆପଣଙ୍କର %1$s କଲ୍ ହେତୁ କଲ୍ କରାଯାଇପାରିବ ନାହିଁ।"
"ଅନ୍ୟ ଆପ୍ରେ କରାଯାଇଥିବା କଲ୍ ହେତୁ କଲ୍ କରାଯାଇପାରିବ ନାହିଁ।"
"ଇନ୍କମିଙ୍ଗ କଲ୍"
"ମିସ୍ଡ କଲ୍"
"କଲ୍ ବ୍ଲକିଂ"
"ବ୍ୟାକ୍ଗ୍ରାଉଣ୍ଡ କଲ୍ଗୁଡ଼ିକ"
"ବିଚ୍ଛିନ୍ନ କରାଯାଇଥିବା କଲ୍ଗୁଡ଼ିକ"
"କ୍ରାସ୍ ହୋଇଥିବା ଫୋନ୍ ଆପ୍ସ"
"ଏହି କଲ୍କୁ ସ୍ଥାପନ କରିବା ଦ୍ଵାରା ଆପଣଙ୍କର %1$s କଲ୍ ସମାପ୍ତ ହୋଇଯିବ।"
"ଏହି କଲ୍ କିପରି କରିବାକୁ ଚାହାନ୍ତି ବାଛନ୍ତୁ"
"%1$s ବ୍ୟବହାର କରି କଲ୍ ରିଡାଇରେକ୍ଟ କରନ୍ତୁ"
"ମୋ ଫୋନ୍ ନମ୍ବର ବ୍ୟବହାର କରି କଲ୍ କରନ୍ତୁ"
"%1$s କଲ୍ କରିପାରିବ ନାହିଁ। ଏକ ଭିନ୍ନ କଲ୍ ପୁନଃନିର୍ଦ୍ଦେଶିତ ଆପ୍ ବ୍ୟବହାର କରି ଚେଷ୍ଟା କରନ୍ତୁ କିମ୍ବା ସାହାଯ୍ୟ ପାଇଁ ଡେଭେଲପ୍ରଙ୍କ ସହ ଯୋଗାଯୋଗ କରନ୍ତୁ।"
"କଲ୍ ବ୍ଲକିଂ"
"ଯୋଗାଯୋଗରେ ନଥିବା ନମ୍ବର୍"
"ଆପଣଙ୍କ ଯୋଗାଯୋଗରେ ତାଲିକାଭୁକ୍ତ ହୋଇନଥିବା ନମ୍ବର୍କୁ ଅବରୋଧ କରନ୍ତୁ"
"ଗୋପନୀୟ"
"ନିଜର ନମ୍ବର୍କୁ ପ୍ରକାଶ କରୁନଥିବା କଲ୍କର୍ତ୍ତାଙ୍କୁ ଅବରୋଧ କରନ୍ତୁ"
"ପେ-ଫୋନ୍"
"ପେ-ଫୋନ୍ରୁ କଲ୍କୁ ଅବରୋଧ କରନ୍ତୁ"
"ଅଜଣା"
"ଅଜଣା କଲରର କଲ୍କୁ ବ୍ଲକ୍ କରନ୍ତୁ"
"କଲ୍ ବ୍ଲକିଂ"
"କଲ୍ ବ୍ଲକିଂକୁ ଅକ୍ଷମ କରାଯାଇଛି"
"ଜରୁରିକାଳୀନ କଲ୍ କରାଗଲା"
"ଜରୁରିକାଳୀନ ସହାୟତା କର୍ମଚାରୀମାନେ ଆପଣଙ୍କୁ ଯୋଗଯୋଗ କରିବା ପାଇଁ କଲ୍ ଅବରୋଧକୁ ଅକ୍ଷମ କରାଯାଇଛି।"
"ଟେଲେକମ୍ ଡେଭେଲପର୍ ମେନୁ"
"ଜରୁରୀକାଳୀନ କଲ୍ ବେଳେ ଅନ୍ୟ କଲ୍ ଉଠାଇ ପାରିବେ ନାହିଁ।"