"ସର୍ଟିଫିକେଟ୍‍ ଇନଷ୍ଟଲର୍‍" "ଗୋଟିଏ ସର୍ଟିଫିକେଟ୍‌ ବାଛନ୍ତୁ" "ସର୍ଟିଫିକେଟ୍‌ ଏକ୍ସଟ୍ରାକ୍ଟ କରନ୍ତୁ" "ଏକ୍ସଟ୍ରାକ୍ଟ କରୁଛି…" "%sରୁ ଏକ୍ସଟ୍ରାକ୍ଟ କରନ୍ତୁ" "ଏହି ସାର୍ଟିଫିକେଟ୍‌ର ନାମ ଦିଅନ୍ତୁ" "ସାର୍ଟିଫିକେଟ୍ ନାମ" "ସର୍ଟିଫିକେଟ୍‌ଗୁଡ଼ିକୁ ଏକ୍ସଟ୍ରାକ୍ଟ କରିବା ପାଇଁ ପାସ୍‌ୱର୍ଡ ଟାଇପ୍‌ କରନ୍ତୁ।" "ଏହି ପ୍ୟାକେଜ୍‌ରେ ରହିଛି:" "PKCS12 କୀ’ଷ୍ଟୋରରେ ସର୍ଟିଫିକେଟ୍‍।" "ଗୋଟିଏ ୟୁଜର୍‍ କୀ\'" "ଆଲଗୋରିଦମ୍:" "ଜଣେ ୟୁଜରଙ୍କ ସର୍ଟିଫିକେଟ୍‍" "ଏକ CA ସର୍ଟିଫିକେଟ୍‍" "%d CA ସର୍ଟିଫିକେଟ୍‍" "ସଠିକ୍‌ ପାସ୍‌ୱର୍ଡ ଟାଇପ୍‌ କରନ୍ତୁ।" "ପାସ୍‌ୱର୍ଡ ଟାଇପ୍‌ କରନ୍ତୁ।" "ଗୋଟିଏ ନାମ ଟାଇପ୍‌ କରନ୍ତୁ।" "ଏପରି ଗୋଟିଏ ନାମ ଟାଇପ୍‌ କରନ୍ତୁ, ଯେଉଁଥିରେ କେବଳ ଅକ୍ଷର ଓ ସଂଖ୍ୟା ରହିଥିବ।" "ସର୍ଟିଫିକେଟ୍‌କୁ ସେଭ୍‌ କରିପାରିବ ନାହିଁ। କ୍ରେଡେନ୍ସିଆଲ୍‌ ଷ୍ଟୋରେଜ୍‌ ସକ୍ଷମ କରାଯାଇନାହିଁ କିମ୍ୱା ଠିକ୍‌ ଭାବେ ଆରମ୍ଭ ହୋଇନାହିଁ।" "ସର୍ଟିଫିକେଟ୍‌ଟି ଇନଷ୍ଟଲ୍‌ ହୋଇନାହିଁ।" "ଇନଷ୍ଟଲ୍‌ କରାଯିବାକୁ କୌଣସି ସର୍ଟିଫିକେଟ୍‍ ନାହିଁ।" "ଏହି ସର୍ଟିଫିକେଟ୍‍ ବୈଧ ନୁହେଁ।" "ଗୋଟିଏ ସର୍ଟିଫିକେଟ୍‍କୁ ଇନଷ୍ଟଲ୍ କରିବା ପାଇଁ ବ୍ୟକ୍ତିଗତ କୀ\' ଆବଶ୍ୟକ" "ଗୋଟିଏ ବ୍ୟକ୍ତିଗତ କୀ’କୁ ଇନଷ୍ଟଲ୍ କରିବା ପାଇଁ ସର୍ଟିଫିକେଟ୍ ଆବଶ୍ୟକ" "ଏକ ସାର୍ଟିଫିକେଟ୍‌ର ପ୍ରକାର ବାଛନ୍ତୁ" "ସେଟିଂସରେ CA ସାର୍ଟିଫିକେଟଗୁଡ଼ିକୁ ଇନଷ୍ଟଲ୍ କରନ୍ତୁ" "%1$sରୁ ଏହି ସାର୍ଟିଫିକେଟକୁ ସେଟିଂସରେ ଇନଷ୍ଟଲ୍ କରାଯିବା ଆବଶ୍ୟକ। ଆପଣ ବିଶ୍ୱାସ କରୁଥିବା ସଂସ୍ଥାଗୁଡ଼ିକରୁ କେବଳ CA ସାର୍ଟିଫିକେଟଗୁଡ଼ିକୁ ଇନଷ୍ଟଲ୍ କରନ୍ତୁ।" "ବନ୍ଦ କରନ୍ତୁ" "ଏହି ଫାଇଲକୁ ବ୍ୟବହାର କରିପାରିବେ ନାହିଁ" "ବନ୍ଦ କରନ୍ତୁ" "ଏହି ଫାଇଲ୍ %1$s ଭାବରେ ବ୍ୟବହାର କରାଯାଇପାରିବ ନାହିଁ" "ସାର୍ଟିଫିକେଟ୍" "CA ସାର୍ଟିଫିକେଟ୍" "VPN ଓ ଆପ୍ ଉପଯୋଗକର୍ତ୍ତା ସାର୍ଟିଫିକେଟ୍" "ୱାଇ-ଫାଇ ସାର୍ଟିଫିକେଟ୍" "CA ସାର୍ଟିଫିକେଟ୍ ଇନ୍‌ଷ୍ଟଲ୍ କରାଯାଇଛି" "ଉପଯୋଗକର୍ତ୍ତା ସାର୍ଟିଫିକେଟ୍ ଇନ୍‌ଷ୍ଟଲ୍ କରାଯାଇଛି" "Wi‑Fi ସାର୍ଟିଫିକେଟ୍ ଇନ୍‌ଷ୍ଟଲ୍ କରାଯାଇଛି" "ଇନଷ୍ଟଲ୍‌ କରିହେଉନାହିଁ, କାରଣ ସର୍ଟିଫିକେଟ୍‌ର ଆକାର ବହୁତ ବଡ଼ ଅଟେ।" "ଇନଷ୍ଟଲ୍‌ କରିହେଉନାହିଁ, କାରଣ ସର୍ଟିଫିକେଟ୍‌ ଫାଇଲ୍‍ ମିଳୁନାହିଁ।" "ଇନଷ୍ଟଲ୍‌ କରିହେଉନାହିଁ, କାରଣ ସର୍ଟିଫିକେଟ୍‌ ଫାଇଲ୍‍ ପଢ଼ି ହେଉନାହିଁ।" "ଅସ୍ଥାୟୀ ବିଫଳତା। ଦୟାକରି ପରେ ପୁଣି ଚେଷ୍ଟା କରନ୍ତୁ।" "କେବଳ ଏହି ଡିଭାଇସ୍‌‍ର ମାଲିକ ହିଁ ସର୍ଟିଫିକେଟ୍‌ ଇନଷ୍ଟଲ୍‍ କରିପାରିବେ।" "ତଥ୍ୟର ବ୍ୟବହାର:" "VPN ଓ ଆପ୍‍" "ୱାଇ-ଫାଇ" "ଧ୍ୟାନଦିଅନ୍ତୁ: ଏହି ସର୍ଟିଫିକେଟ୍ ଜାରି କରିଥିବା କମ୍ପାନୀ, ଡିଭାଇସ୍‌ରୁ ଯାଉଥିବା ଓ ଆସୁଥିବା ସମସ୍ତ ଟ୍ରାଫିକ୍‌କୁ ଯାଞ୍ଚ କରିପାରନ୍ତି।" "ୱାଇ-ଫାଇ ପ୍ରୋଫାଇଲ୍‍" "%sର ବିବରଣୀ" "ବିବରଣୀ" "ଇନଷ୍ଟଲ୍‍" "ଇନଷ୍ଟଲ୍ କରାଯାଉଛି" "ବାତିଲ୍‍ କରନ୍ତୁ" "ଖାରଜ" "କିଛି ନାହିଁ" "ନାମ: %1$s\nFQDN: %2$s\nରୋମିଙ୍ଗ କନ୍ସୋଟିୟମ୍ସ: %3$s\nରେଲାମ୍‍: %4$s\nସ୍ୱୀକୃତି ପଦ୍ଧତି: EAP-%5$s\n" "ୟୁଜର୍‍ଙ୍କ ନାମ: %s\n" "କ୍ଲାଏଣ୍ଟ ସର୍ଟିଫିକେଟ୍‍:\n%1$s\nକୀ’: %2$s\n" "SIM: %s\n" "ବିଶ୍ୱସ୍ତ ସର୍ଟିଫିକେଟ୍‍:\n%s\n" "କ୍ରେଡେନସିଆଲ୍ସ ଇନଷ୍ଟଲ୍‍ କରାଗଲା" "ୱାଇ-ଫାଇ ସେଭ୍‍ କରାଯାଇଥିବା ନେଟୱର୍କଗୁଡିକରେ %1$sଙ୍କ କ୍ରେଡେନ୍ସିଆଲ୍ସ ଯୋଡ଼ାଯାଇଛି।" "ହୋଇଗଲା" "%1$s ଜରିଆରେ ଉପଲବ୍ଧ ନେଟୱର୍କଗୁଡ଼ିକ ସହ ସଂଯୋଗ କରିବାକୁ ୱାଇ-ଫାଇ କ୍ରେଡେନସିଆଲ୍ସ ଇନଷ୍ଟଲ୍‍ କରନ୍ତୁ।" "ଡାଉନଲୋଡ୍ କରାଯାଇଥିବା ଫାଇଲ୍‍ରେ ସମସ୍ୟା ରହିଛି ଏବଂ ଇନଷ୍ଟଲ୍‍ କରାଯାଇପାରିବ ନାହିଁ। ଆପଣ ସଠିକ୍‍ ସୋର୍ସରୁ ଫାଇଲ୍‍ ଡାଉନଲୋଡ୍ କରିଥିବା ନିଶ୍ଚିତ କରନ୍ତୁ।" "ୱାଇ-ଫାଇଲ କ୍ରେଡେନସିଆଲ୍ସ ଇନଷ୍ଟଲ୍‍ କରିପାରିବ ନାହିଁ। ଫାଇଲ୍‍ ପୁଣି ଡାଉନଲୋଡ୍ କରିବାକୁ ଚେଷ୍ଟା କରନ୍ତୁ।" "ଇନଷ୍ଟଲେଶନ୍ କ୍ୟାନ୍ସଲ୍‍ କରାଯାଇଛି" "ଇନଷ୍ଟଲ୍‍ କରାଯାଇପାରିବ ନାହିଁ" "ୱାଇ-ଫାଇ ଅନ୍‍ କରନ୍ତୁ ଏବଂ ପୁଣି ଚେଷ୍ଟା କରନ୍ତୁ।"