"ମୋବାଇଲ୍ ଡାଟା"
"ଫୋନ୍ ସେବା"
"ଜରୁରୀକାଳିନ ଡାଏଲର୍"
"ଫୋନ୍"
"FDN ତାଲିକା"
"ଅଜଣା"
"ବ୍ୟକ୍ତିଗତ ନମ୍ବର୍"
"ପେ-ଫୋନ୍"
"ହୋଲ୍ଡରେ ଅଛି"
"%s ମେସେଜ୍"
"ବାହକ ମେସେଜ୍"
"MMI କୋଡ୍କୁ ଆରମ୍ଭ କରାଯାଇଛି"
"USSD କୋଡ୍ ରନ୍ କରୁଛି…"
"MMI କୋଡ୍କୁ ବାତିଲ୍ କରାଯାଇଛି"
"ବାତିଲ୍ କରନ୍ତୁ"
"USSD ମେସେଜ୍ ନିଶ୍ଚିତରୂପେ %1$d ଓ %2$dଟି ଅକ୍ଷର ମଧ୍ୟରେ ରହିବ। ଦୟାକରି ପୁଣି ଚେଷ୍ଟା କରନ୍ତୁ।"
"କନଫରେନ୍ସ କଲ୍କୁ ପରିଚାଳନା କରନ୍ତୁ"
"ଠିକ୍ ଅଛି"
"ସ୍ପିକର୍"
"ହ୍ୟାଣ୍ଡସେଟ୍ ଇୟରପିସ୍"
"ଖରାପ୍ଥିବା ହେଡସେଟ୍"
"ବ୍ଲୁଟୂଥ୍"
"ନିମ୍ନଲିଖିତ ଟୋନ୍ ପଠାନ୍ତୁ?\n"
"ଟୋନ୍ ପଠାଯାଉଛି \n"
"ପଠାନ୍ତୁ"
"ହଁ"
"ନାହିଁ"
"ୱାଇଲଡ୍ ଅକ୍ଷରକୁ ଏହା ସହିତ ବଦଳାନ୍ତୁ"
"ହଜିଯାଇଥିବା ଭଏସମେଲ୍ ନମ୍ବର୍"
"SIM କାର୍ଡରେ କୌଣସି ଭଏସମେଲ୍ ନମ୍ବର୍ ଷ୍ଟୋର୍ କରାଯାଇନାହିଁ।"
"ନମ୍ବର୍ ଯୋଡ଼ନ୍ତୁ"
"କେବଳ ପ୍ରାଥମିକ ୟୁଜରଙ୍କ ଦ୍ଵାରା ଭଏସମେଲ୍ ସେଟିଙ୍ଗକୁ ସଂଶୋଧିତ କରାଯାଇପାରିବ।"
"ଆପଣଙ୍କର SIM କାର୍ଡକୁ ଅବରୋଧ କରିଦିଆଯାଇଛି। ଆପଣଙ୍କର ଫୋନ୍ ଅନଲକ୍ ହେଉଛି…"
"SIM ନେଟ୍ୱର୍କକୁ ଅନଲକ୍ କରିବା ପାଇଁ PIN"
"ଅପରେଟର୍ ପାଇଁ SIM ଲକ୍ କରାଯାଇଛି"
"ଅନଲକ୍ କରନ୍ତୁ"
"ଖାରଜ କରନ୍ତୁ"
"ନେଟ୍ୱର୍କକୁ ଅନଲକ୍ କରିବା ପାଇଁ ଅନୁରୋଧ କରାଯାଉଛି…"
"ନେଟ୍ୱର୍କ ଅନଲକ୍ କରିବା ପାଇଁ ଅନୁରୋଧ ବିଫଳ ହୋଇଛି।"
"ନେଟ୍ୱର୍କ ଅନଲକ୍ କରିବା ସଫଳ ହେଲା।"
"ଏହି ୟୁଜରଙ୍କ ପାଇଁ ମୋବାଇଲ୍ ନେଟ୍ୱର୍କ ସେଟିଙ୍ଗ ଉପଲବ୍ଧ ନାହିଁ"
"GSM କଲ୍ ସେଟିଙ୍ଗ"
"GSM କଲ୍ ସେଟିଙ୍ଗ (%s)"
"CDMA କଲ୍ ସେଟିଙ୍ଗ"
"CDMA କଲ୍ ସେଟିଙ୍ଗ (%s)"
"ଆକ୍ସେସ୍ ପଏଣ୍ଟ ନାମ"
"ନେଟ୍ୱର୍କ ସେଟିଙ୍ଗ"
"କଲ୍ କରିବା ଆକାଉଣ୍ଟ"
"ଏହା ସହିତ କଲ୍ କରନ୍ତୁ"
"ଏହା ସହିତ SIP କଲ୍ କରନ୍ତୁ"
"ପ୍ରଥମେ ପଚାରନ୍ତୁ"
"କୈଣସି ନେଟ୍ୱର୍କ ଉପଲବ୍ଧ ନାହିଁ"
"ସେଟିଙ୍ଗ"
"ଆକାଉଣ୍ଟ ଚୟନ କରନ୍ତୁ"
"ଫୋନ୍ ଆକାଉଣ୍ଟ"
"SIP ଆକାଉଣ୍ଟକୁ ଯୋଡ଼ନ୍ତୁ"
"ଆକାଉଣ୍ଟ ସେଟିଙ୍ଗକୁ କନଫିଗର୍ କରନ୍ତୁ"
"ସମସ୍ତ କଲିଙ୍ଗ ଆକାଉଣ୍ଟ"
"କଲ୍ କରିପାରୁଥିବା ଆକାଉଣ୍ଟକୁ ଚୟନ କରନ୍ତୁ"
"ୱାଇ-ଫାଇ କଲିଂ"
"ବିଲ୍ଟ-ଇନ୍ ସଂଯୋଗ ସେବା"
"ଭଏସମେଲ୍"
"ଭଏସମେଲ୍ (%s)"
"VM:"
"କଲ୍ କରନ୍ତୁ ଏବଂ ପ୍ରାପ୍ତ କରନ୍ତୁ"
"ସ୍ମାର୍ଟ ଫରୱାର୍ଡିଂ"
"ଯେତେବେଳେ ଏକ ନମ୍ବର୍ ଅପହଞ୍ଚ ଦୂରରେ ରହିଥାଏ, ସେତେବେଳେ ସର୍ବଦା ଆପଣଙ୍କର ଅନ୍ୟ ନମ୍ବର୍କୁ କଲ୍ଗୁଡ଼ିକ ଫର୍ୱର୍ଡ ହେବ"
"ବିଜ୍ଞପ୍ତି"
"ଜରୁରିକାଳୀନ ପ୍ରସାରଣ"
"କଲ୍ ସେଟିଂସ୍"
"ଅତିରିକ୍ତ ସେଟିଙ୍ଗ"
"ଅତିରିକ୍ତ ସେଟିଙ୍ଗ(%s)"
"ଅତିରିକ୍ତ କେବଳ GSM କଲ୍ ସେଟିଙ୍ଗ"
"ଅତିରିକ୍ତ CDMA କଲ୍ ସେଟିଙ୍ଗ"
"ଅତିରିକ୍ତ କେବଳ CDMA କଲ୍ ସେଟିଙ୍ଗ"
"ନେଟ୍ୱର୍କ ସେବା ସେଟିଙ୍ଗ"
"କଲର୍ ID"
"ସେଟିଙ୍ଗ ଲୋଡ୍ ହେଉଛି…"
"ଆଉଟ୍ଗୋଇଙ୍ଗ କଲ୍ରେ ଲୁଚିଥିବା କଲ୍"
"ଆଉଟ୍ଗୋଇଙ୍ଗ କଲ୍ରେ ନମ୍ବର୍ ଡିସପ୍ଲେ ହୋଇଛି"
"ଆଉଟ୍ଗୋଇଙ୍ଗ କଲ୍ରେ ମୋର ନମ୍ବର୍କୁ ଡିସପ୍ଲେ କରିବା ପାଇଁ ଡିଫଲ୍ଟ ଅପରେଟର୍ ସେଟିଂସକୁ ବ୍ୟବହାର କରନ୍ତୁ"
"କଲ୍ ଅପେକ୍ଷାରେ ଅଛି"
"ଗୋଟିଏ କଲ୍ ସମୟରେ ଇନକମିଙ୍ଗ କଲ୍ ପାଇଁ ମୋତେ ସୂଚିତ କରନ୍ତୁ"
"ଗୋଟିଏ କଲ୍ ସମୟରେ ଇନକମିଙ୍ଗ କଲ୍ ପାଇଁ ମୋତେ ସୂଚିତ କରନ୍ତୁ"
"କଲ୍ ଫରୱାର୍ଡିଂ ସେଟିଂସ୍"
"କଲ୍ ଫର୍ୱାର୍ଡିଂ ସେଟିଂସ୍ (%s)"
"କଲ୍ ଫର୍ୱାର୍ଡିଙ୍ଗ"
"ସର୍ବଦା ଫର୍ୱାର୍ଡ କରନ୍ତୁ"
"ସର୍ବଦା ଏହି ନମ୍ବର୍କୁ ବ୍ୟବହାର କରନ୍ତୁ"
"ସମସ୍ତ କଲ୍ ଫରୱାର୍ଡ କରାଯାଉଛି"
"{0}କୁ ସମସ୍ତ କଲ୍ ଫରୱାର୍ଡ କରାଯାଉଛି"
"ନମ୍ବର୍ ଉପଲବ୍ଧ ନାହିଁ"
"ବନ୍ଦ ଅଛି"
"ବ୍ୟସ୍ତଥିବା ବେଳେ"
"ବ୍ୟସ୍ତ ଥିବା ବେଳେ ନମ୍ବର୍"
"{0}କୁ ଫରୱାର୍ଡ କରାଯାଉଛି"
"ବନ୍ଦ ଅଛି"
"ଆପଣଙ୍କର ଫୋନ୍ ବ୍ୟସ୍ତ ଥିବାବେଳେ ଆପଣଙ୍କର ଅପରେଟର୍ କଲ୍ ଫର୍ୱାର୍ଡିଙ୍ଗକୁ ଅକ୍ଷମ କରିବାରେ ସପୋର୍ଟ କରିବେ ନାହିଁ।"
"ଉତ୍ତର ଦେଉନଥିବା ବେଳେ"
"ଉତ୍ତର ଦେଉନଥିବା ବେଳେ ନମ୍ବର୍"
"{0}କୁ ଫରୱାର୍ଡ କରାଯାଉଛି"
"ବନ୍ଦ ଅଛି"
"ଆପଣଙ୍କର ଫୋନ୍ ଉତ୍ତର ଦେଇନପାରିବାବେଳେ ଆପଣଙ୍କର ଅପରେଟର୍ କଲ୍ ଫର୍ୱାର୍ଡିଙ୍ଗକୁ ଅକ୍ଷମ କରିବାରେ ସପୋର୍ଟ କରିବେ ନାହିଁ।"
"ଅପହଞ୍ଚ ଦୂରତାରେ ଥିବା ବେଳେ"
"ଅପହଞ୍ଚ ଦୂରତାରେ ଥିବା ବେଳେ ନମ୍ବର୍"
"{0}କୁ ଫରୱାର୍ଡ କରାଯାଉଛି"
"ବନ୍ଦ ଅଛି"
"ଆପଣଙ୍କର ଫୋନ୍ ଅପହଞ୍ଚ ଦୂରତାରେ ଥିବାବେଳେ ଆପଣଙ୍କର କେରିଅର୍ କଲ୍ ଫର୍ୱାର୍ଡିଙ୍ଗକୁ ଅକ୍ଷମ କରିବାରେ ସପୋର୍ଟ କରିବେ ନାହିଁ।"
"ଆପଣଙ୍କ ମୋବାଇଲ କମ୍ପାନୀ କଲ୍ ଫର୍ୱାର୍ଡିଂ ସୁବିଧାର ସମର୍ଥନ କରେ ନାହିଁ।"
"\'କଲ୍ ୱେଟିଂ\' ସୁବିଧା ଚାଲୁ କରିବେ?"
"କଲ୍ ସମୟରେ, ଇନକମିଂ କଲଗୁଡ଼ିକ ବିଷୟରେ ଆପଣଙ୍କୁ ସୂଚିତ କରାଯିବ"
"ଚାଲୁ କରନ୍ତୁ"
"ବାତିଲ୍ କରନ୍ତୁ"
"IMSରେ CDMA \'କଲ୍ ୱେଟିଂ\' ସୁବିଧା ଚାଲୁ ଅଛି"
"IMSରେ CDMA \'କଲ୍ ୱେଟିଂ\' ସୁବିଧା ବନ୍ଦ ଅଛି"
"କଲ୍ ସେଟିଂସ୍"
"କଲ୍ ସେଟିଙ୍ଗକୁ କେବଳ ଆଡମିନ୍ ୟୁଜର୍ ବଦଳାଇପାରିବେ।"
"ସେଟିଙ୍ଗ (%s)"
"କଲ୍ ସେଟିଙ୍ଗରେ ତ୍ରୁଟି"
"ସେଟିଂସକୁ ପଢ଼ାଯାଉଛି…"
"ସେଟିଂସ୍ ଅପଡେଟ୍ ହେଉଛି…"
"ସେଟିଙ୍ଗକୁ ଫେରାଇଅଣାଯାଉଛି…"
"ନେଟ୍ୱର୍କରୁ ଆଶା କରାଯାଇନଥିବା ଉତ୍ତର ମିଳିଲା।"
"ନେଟ୍ୱର୍କ କିମ୍ବା SIM କାର୍ଡରେ ତ୍ରୁଟି।"
"SS ଅନୁରୋଧକୁ ସ୍ଵାଭାବିକ କଲ୍ରେ ପରିବର୍ତ୍ତନ କରାଗଲା"
"SS ଅନୁରୋଧ, USSD ଅନୁରୋଧକୁ ପରିବର୍ତ୍ତନ ହେଲା"
"ନୂଆ SS ଅନୁରୋଧରେ ପରିବର୍ତ୍ତନ ହେଲା"
"SS ଅନୁରୋଧକୁ ଭିଡିଓ କଲ୍ରେ ପରିବର୍ତ୍ତନ କରାଗଲା"
"ଆପଣଙ୍କ ଫୋନ୍ ଆପ୍ର ଫିକ୍ସଡ୍ ଡାଏଲିଙ୍ଗ ନମ୍ବର୍ ସେଟିଙ୍ଗ ଚାଲୁଅଛି। ପରିଣାମସ୍ଵରୂପ କଲ୍ ସମ୍ପର୍କିତ କିଛି ଫିଚର୍ କାମ କରୁନାହିଁ।"
"ଏହି ସେଟିଙ୍ଗକୁ ଦେଖିବା ପୂର୍ବରୁ ରେଡିଓକୁ ଚାଲୁ କରନ୍ତୁ।"
"ଠିକ୍ ଅଛି"
"ଚାଲୁ କରନ୍ତୁ"
"ବନ୍ଦ କରନ୍ତୁ"
"ଅପଡେଟ୍ କରନ୍ତୁ"
- "ନେଟ୍ୱର୍କ ଡିଫଲ୍ଟ"
- "ସଂଖ୍ୟାକୁ ଲୁଚାନ୍ତୁ"
- "ସଂଖ୍ୟାକୁ ଦେଖାନ୍ତୁ"
"ଭଏସମେଲ୍ ନମ୍ବର୍ ବଦଳିଗଲା।"
"ଭଏସମେଲ୍ ନମ୍ବର୍ ବଦଳାଯାଇପାରିଲା ନାହିଁ। \nଯଦି ଏହି ସମସ୍ୟା ଜାରିରୁହେ ତେବେ ନିଜର କେରିଅର୍ଙ୍କ ସହ ସମ୍ପର୍କ କରନ୍ତୁ।"
"ଫଏୱାର୍ଡିଙ୍ଗ ନମ୍ବର୍କୁ ବଦଳାଇହେଲା ନାହିଁ। \n ଯଦି ଏହି ସମସ୍ୟା ଜାରିରୁହେ ତେବେ ନିଜର କେରିଅର୍ଙ୍କ ସହ ସମ୍ପର୍କ କରନ୍ତୁ।"
"ସାମ୍ପ୍ରତିକ ଫର୍ୱାର୍ଡିଙ୍ଗ ନମ୍ବର୍ ସେଟିଙ୍ଗକୁ ପୁନଃପ୍ରାପ୍ତ ଓ ସେଭ୍ କରିହେଲା ନାହିଁ। \nଯେକୌଣସି ଭାବେ ନୂଆ ପ୍ରଦାତାଙ୍କୁ ସ୍ଵିଚ୍ କରିବେ?"
"କୌଣସି ପରିବର୍ତ୍ତନ କରାଯାଇନାହିଁ|"
"ଭଏସ୍ମେଲ୍ ସେବାକୁ ଚୟନ କରନ୍ତୁ"
"ଆପଣଙ୍କ କେରିଅର୍"
"ପୁରୁଣା PIN"
"ନୂଆ PIN"
"ଦୟାକରି ଅପେକ୍ଷା କରନ୍ତୁ…"
"ନୂଆ PIN ଅତିଛୋଟ ଅଟେ।"
"ନୂଆ PIN ଅତିଲମ୍ବା ଅଟେ।"
"ନୂଆ PIN ଅତି ଦୂର୍ବଳ ଅଟେ। ଗୋଟିଏ ସୁରକ୍ଷିତ ପାସ୍ୱର୍ଡରେ ନିରନ୍ତର କ୍ରମରେ କିମ୍ବା ଦୋହରାଯାଇଥିବା ସଂଖ୍ୟା କଦାପି ରହିବ ନାହିଁ।"
"ପୁରୁଣା PIN ଆଦୌ ମେଳ ହେଉନାହିଁ।"
"ନୂଆ PINରେ ଅବୈଧ ଅକ୍ଷର ଅଛି।"
"PINକୁ ବଦଳାଇବାରେ ଅକ୍ଷମ"
"ସପୋର୍ଟ ନଥିବା ମେସେଜ୍ର ପ୍ରକାର, ଶୁଣିବା ପାଇଁ %sକୁ କଲ୍ କରନ୍ତୁ।"
"ମୋବାଇଲ୍ ନେଟ୍ୱର୍କ"
"ଉପଲବ୍ଧ ଥିବା ନେଟ୍ୱର୍କ"
"ଖୋଜୁଛି…"
"କୌଣସି ନେଟ୍ୱର୍କ ମିଳୁନାହିଁ"
"ନେଟ୍ୱର୍କ ମିଳୁନାହିଁ। ପୁଣି ଚେଷ୍ଟା କରନ୍ତୁ"
"%sରେ ପଞ୍ଜୀକରଣ ହେଉଛି…"
"ଆପଣଙ୍କର SIM କାର୍ଡ ଏହି ନେଟ୍ୱର୍କରେ କନେକ୍ଟ ହେବା ପାଇଁ ଅନୁମତି ଦେବ ନାହିଁ।"
"ବର୍ତ୍ତମାନ ଏହି ନେଟ୍ୱର୍କରେ କନେକ୍ଟ ହୋଇପାରିବ ନାହିଁ। ପରେ ପୁଣି ଚେଷ୍ଟା କରନ୍ତୁ।"
"ଏହି ନେଟ୍ୱର୍କରେ ପଞ୍ଜୀକୃତ କରାଯାଇଛି।"
"ପୂର୍ବରୁ ସ୍ଵାଚାଳିତ ଚୟନରେ ଅଛି।"
"ସ୍ଵଚାଳିତ ଭାବେ ନେଟ୍ୱର୍କ ଚୟନ କରନ୍ତୁ"
"%1$s ସହ କନେକ୍ଟ ହେଲେ ଉପଲବ୍ଧ ହେବ ନାହିଁ"
"ନେଟ୍ୱାର୍କ"
"ସ୍ଵଚାଳିତ ପଞ୍ଜୀକରଣ…"
"ନିଜ ପସନ୍ଦର ନେଟ୍ୱର୍କ ପ୍ରକାର"
"ନେଟ୍ୱର୍କ ଅପରେଟିଙ୍ଗ ମୋଡ୍କୁ ବଦଳାନ୍ତୁ"
"ନିଜ ପସନ୍ଦର ନେଟ୍ୱର୍କ ପ୍ରକାର"
"(ଅନୁମତିପ୍ରାପ୍ତ ନୁହେଁ)"
"ନେଟ୍ୱର୍କ ଚୟନ କରନ୍ତୁ"
"ଡିସ୍କନେକ୍ଟ କରାଗଲା"
"କନେନ୍ଟ ହୋଇଛି"
"କନେନ୍ଟ ହେଉଛି..."
"କନେକ୍ଟ କରିହେଲା ନାହିଁ"
- "ନିଜ ପସନ୍ଦର GSM/WCDMA"
- "କେବଳ GSM"
- "କେବଳ WCDMA"
- "GSM/WCDMA ଅଟୋ"
- "CDMA/EvDo ଅଟୋ"
- "CDMA ବିନା EvDo"
- "କେବଳ EvDo"
- "CDMA/EvDo/GSM/WCDMA"
- "CDMA + LTE/EvDo"
- "GSM/WCDMA/LTE"
- "ଗ୍ଲୋବାଲ୍"
- "LTE"
- "LTE / WCDMA"
- "କେବଳ TDSCDMA"
- "TDSCDMA/WCDMA"
- "LTE/TDSCDMA"
- "TDSCDMA/GSM"
- "LTE/TDSCDMA/GSM"
- "TDSCDMA/GSM/WCDMA"
- "LTE/TDSCDMA/WCDMA"
- "LTE/TDSCDMA/GSM/WCDMA"
- "TDSCDMA/CDMA/EVDO/GSM/WCDMA"
- "LTE/TDSCDMA/CDMA/EVDO/GSM/WCDMA"
- "କେବଳ NR"
- "NR/LTE"
- "NR/LTE/CDMA/EvDo"
- "NR/LTE/GSM/WCDMA"
- "NR/LTE/CDMA/EvDo/GSM/WCDMA"
- "NR/LTE/WCDMA"
- "NR/LTE/TDSCDMA"
- "NR/LTE/TDSCDMA/GSM"
- "NR/LTE/TDSCDMA/WCDMA"
- "NR/LTE/TDSCDMA/GSM/WCDMA"
- "NR/LTE/TDSCDMA/CDMA/EvDo/GSM/WCDMA"
"ନିଜ ପସନ୍ଦର ନେଟ୍ୱର୍କ ମୋଡ୍: WCDMAକୁ ପସନ୍ଦ କରାଯାଇଛି"
"ନିଜ ପସନ୍ଦର ନେଟ୍ୱର୍କ ମୋଡ୍: କେବଳ GSM"
"ନିଜ ପସନ୍ଦର ନେଟ୍ୱର୍କ ମୋଡ୍: କେବଳ WCDMA"
"ନିଜ ପସନ୍ଦର ନେଟ୍ୱର୍କ ମୋଡ୍: GSM / WCDMA"
"ନିଜ ପସନ୍ଦର ନେଟ୍ୱର୍କ ମୋଡ୍: CDMA"
"ନିଜ ପସନ୍ଦର ନେଟ୍ୱର୍କ ମୋଡ୍: CDMA / EvDo"
"ନିଜ ପସନ୍ଦର ନେଟ୍ୱର୍କ ମୋଡ୍: କେବଳ CDMA"
"ନିଜ ପସନ୍ଦର ନେଟ୍ୱର୍କ ମୋଡ୍: କେବଳ EvDo"
"ନିଜ ପସନ୍ଦର ନେଟ୍ୱର୍କ ମୋଡ୍: CDMA/EvDo/GSM/WCDMA"
"ନିଜ ପସନ୍ଦର ନେଟ୍ୱର୍କ ମୋଡ୍: LTE"
"ନିଜ ପସନ୍ଦର ନେଟ୍ୱର୍କ ମୋଡ୍: GSM/WCDMA/LTE"
"ନିଜ ପସନ୍ଦର ନେଟ୍ୱର୍କ ମୋଡ୍: CDMA+LTE/EVDO"
"ପସନ୍ଦର ନେଟ୍ୱାର୍କ ମୋଡ୍: LTE/CDMA/EvDo/GSM/WCDMA"
"ନିଜ ପସନ୍ଦର ନେଟ୍ୱର୍କ ମୋଡ୍: ଗ୍ଲୋବାଲ୍"
"ନିଜ ପସନ୍ଦର ନେଟ୍ୱର୍କ ମୋଡ୍: LTE / WCDMA"
"ପସନ୍ଦର ନେଟ୍ୱର୍କ ମୋଡ୍: LTE / GSM / UMTS"
"ନିଜ ପସନ୍ଦର ନେଟ୍ୱର୍କ ମୋଡ୍: LTE / CDMA"
"ପସନ୍ଦର ନେଟ୍ୱର୍କ ମୋଡ୍: TDSCDMA"
"ପସନ୍ଦର ନେଟ୍ୱର୍କ ମୋଡ୍: TDSCDMA / WCDMA"
"ପସନ୍ଦର ନେଟ୍ୱର୍କ ମୋଡ୍: LTE / TDSCDMA"
"ପସନ୍ଦର ନେଟ୍ୱର୍କ ମୋଡ୍: TDSCDMA / GSM"
"ପସନ୍ଦର ନେଟ୍ୱର୍କ ମୋଡ୍: LTE/GSM/TDSCDMA"
"ପସନ୍ଦର ନେଟ୍ୱର୍କ ମୋଡ୍: TDSCDMA/GSM/WCDMA"
"ପସନ୍ଦର ନେଟ୍ୱର୍କ ମୋଡ୍: LTE/TDSCDMA/WCDMA"
"ପସନ୍ଦର ନେଟ୍ୱର୍କ ମୋଡ୍: LTE/TDSCDMA/GSM/WCDMA"
"ପସନ୍ଦର ନେଟ୍ୱର୍କ ମୋଡ୍: TDSCDMA/CDMA/EvDo/GSM/WCDMA"
"ପସନ୍ଦର ନେଟ୍ୱର୍କ ମୋଡ୍: LTE/TDSCDMA/CDMA/EvDo/GSM/WCDMA"
"ପସନ୍ଦର ନେଟ୍ୱାର୍କ ମୋଡ୍: କେବଳ NR"
"ପସନ୍ଦର ନେଟ୍ୱାର୍କ ମୋଡ୍: NR / LTE"
"ପସନ୍ଦର ନେଟ୍ୱାର୍କ ମୋଡ୍: NR/LTE/CDME/EvDo"
"ପସନ୍ଦର ନେଟ୍ୱାର୍କ ମୋଡ୍: NR/LTE/GSM/WCDMA"
"ପସନ୍ଦର ନେଟ୍ୱାର୍କ ମୋଡ୍: NR/LTE/CDMA/EvDo/GSM/WCDMA"
"ପସନ୍ଦର ନେଟ୍ୱାର୍କ ମୋଡ୍: NR/LTE/WCDMA"
"ପସନ୍ଦର ନେଟ୍ୱାର୍କ ମୋଡ୍: NR/LTE/TDSCDMA"
"ପସନ୍ଦର ନେଟ୍ୱାର୍କ ମୋଡ୍: NR/LTE/TDSCDMA/GSM"
"ପସନ୍ଦର ନେଟ୍ୱାର୍କ ମୋଡ୍: LTE/TDSCDMA/WCDMA"
"ପସନ୍ଦର ନେଟ୍ୱାର୍କ ମୋଡ୍: NR/LTE/TDSCDMA/GSM/WCDMA"
"ପସନ୍ଦର ନେଟ୍ୱାର୍କ ମୋଡ୍: LTE/TDSCDMA/CDMA/EvDo/GSM/WCDMA"
"କଲ୍ କରାଯାଉଛି"
"ନେଟ୍ୱର୍କ"
"ଉନ୍ନତ 4G LTE ମୋଡ୍"
"ଭଏସ୍ ଓ ଅନ୍ୟାନ୍ୟ ଯୋଗାଯୋଗ(ପରାମର୍ଶିତ)କୁ ଉନ୍ନତ କରିବା ପାଇଁ LTE ସେବା ବ୍ୟବହାର କରନ୍ତୁ"
"ଭଏସ୍ ଓ ଅନ୍ୟ କମ୍ୟୁନିକେସନକୁ ଉନ୍ନତ କରିବା ପାଇଁ 4G ସେବା ବ୍ୟବହାର କରନ୍ତୁ (ସୁପାରିଶ କରାଯାଇଛି)"
"ଡାଟା ସକ୍ଷମ ହୋଇଛି"
"ଡାଟାର ବ୍ୟବହାରକୁ ଅନୁମତି ଦିଅନ୍ତୁ"
"ଧ୍ୟାନଦିଅନ୍ତୁ"
"ରୋମିଙ୍ଗ"
"ରୋମିଙ୍ଗ ବେଳେ ଡାଟା ସେବାଗୁଡିକୁ କନେକ୍ଟ କରନ୍ତୁ"
"ରୋମିଙ୍ଗ ବେଳେ ଡାଟା ସେବାଗୁଡିକୁ କନେକ୍ଟ କରନ୍ତୁ"
"ଡାଟା ରୋମିଙ୍ଗ ବନ୍ଦ କରାଯାଇଛି। ଚାଲୁ କରିବା ପାଇଁ ଟାପ୍ କରନ୍ତୁ।"
"ରୋମିଂ ଶୁଳ୍କ ଲାଗୁ ହୋଇପାରେ। ସଂଶୋଧନ କରିବାକୁ ଟାପ୍ କରନ୍ତୁ।"
"ମୋବାଇଲ୍ ଡାଟା କନେକ୍ସନ୍ ଉପଲବ୍ଧ ନାହିଁ"
"ଡାଟା ରୋମିଂ ଚାଲୁ ଅଛି"
"ଆପଣଙ୍କୁ ଅଧିକ ଦେୟ ଲାଗୁ ହୋଇପାରେ।"
"ମୂଲ୍ୟ ଜାଣିବା ପାଇଁ ନିଜର ନେଟ୍ୱର୍କ ପ୍ରଦାତାଙ୍କ ସହ ସମ୍ପର୍କ କରନ୍ତୁ।"
"ଡାଟା ରୋମିଙ୍ଗର ଅନୁମତି ଦେବେ?"
"ସୀମିତ SIM ପ୍ରକାର୍ଯ୍ୟ"
"%2$s ବ୍ୟବହାର କରିବା ସମୟରେ %1$s କଲ୍ ଏବଂ ଡାଟା ସେବାଗୁଡ଼ିକ ବ୍ଲକ୍ କରାଯାଇପାରେ।"
"ଅନ୍ୟ SIM ବ୍ୟବହାର କରିବା ସମୟରେ %1$s କଲ୍ ଏବଂ ଡାଟା ସେବାଗୁଡ଼ିକ ବ୍ଲକ୍ କରାଯାଇପାରେ।"
"ଅସମର୍ଥିତ SIP ଆକାଉଣ୍ଟଗୁଡ଼ିକ ମିଳିଛି ଏବଂ କାଢ଼ି ଦିଆଯାଇଛି"
"SIP କଲିଂ ଆଉ Android ପ୍ଲାଟଫର୍ମ ଦ୍ୱାରା ସମର୍ଥିତ ନୁହେଁ।\nଆପଣଙ୍କର ପୂର୍ବରୁ ଥିବା SIP ଆକାଉଣ୍ଟ %sକୁ କାଢ଼ି ଦିଆଯାଇଛି।\nଦୟାକରି ଆପଣଙ୍କ ଡିଫଲ୍ଟ କଲିଂ ଆକାଉଣ୍ଟ ସେଟିଂକୁ ସୁନିଶ୍ଚିତ କରନ୍ତୁ।"
"ସେଟିଂସକୁ ଯାଆନ୍ତୁ"
"ଆପ୍ ଦ୍ୱାରା ଡାଟା ବ୍ୟବହାର"
"%2$sରେ %1$s ମୋବାଇଲ୍ ଡାଟା ବ୍ୟବହାର କରାଯାଇଛି"
"ଉନ୍ନତ"
"ନେଟୱର୍କ କ୍ୟାରିଅର"
"ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀ, ଇସିମ୍, ସିମ୍, euicc, ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀକୁ ସ୍ଵିଚ୍ କରନ୍ତୁ, ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀକୁ ଯୋଡ଼ନ୍ତୁ"
"%1$s — %2$s"
"ମୋବାଇଲ୍ ଡାଟା"
"ମୋବାଇଲ୍ ନେଟ୍ୱର୍କକୁ ବ୍ୟବହାରକରି ଡାଟା ଆକ୍ସେସ୍ କରନ୍ତୁ"
"ମୋବାଇଲ୍ ଡାଟା ବନ୍ଦ କରିବେ?"
"ମନୋନୟନ ଆବଶ୍ୟକ"
"ଡାଟା ସିମ୍ ବଦଳାଇବେ?"
"ମୋବାଇଲ୍ ଡାଟା ପାଇଁ %2$s ବଦଳରେ %1$s ବ୍ୟବହାର କରିବେ?"
"ୱାଇ-ଫାଇ କଲିଂ"
"କେରିଅର୍ ଭିଡିଓ କଲିଙ୍ଗ"
"GSM/UMTS ବିକଳ୍ପ"
"CDMA ବିକଳ୍ପ"
"ଡାଟାର ବ୍ୟବହାର"
"ବର୍ତ୍ତମାନ ସମୟରେ ବ୍ୟବହାର ହୋଇଥିବା ଡାଟା"
"ଡାଟା ବ୍ୟବହାର ହୋଇଥିବା ଅବଧି"
"ଡାଟା ରେଟ୍ ପଲିସୀ"
"ଅଧିକ ଜାଣନ୍ତୁ"
"%3$sର %1$s (%2$d٪) ସର୍ବାଧିକ ସମୟ \n ପରବର୍ତ୍ତୀ ଅବଧି %4$d ଦିନରେ (%5$s) ଆରମ୍ଭ ହେବ"
"%3$sର %1$s (%2$d٪) ସର୍ବାଧିକ ସମୟ"
"%1$sସର୍ବାଧିକ ସୀମା ପାର୍ କରିଯାଇଛି\n ଡାଟାର ବେଗ %2$d Kb/sକୁ ହ୍ରାସ ପାଇଯାଇଛି"
"ଚକ୍ରର %1$d٪ ବିତିଯାଇଛି\n ପରବର୍ତ୍ତୀ ଅବଧି %2$d ଦିନରେ (%3$s) ଆରମ୍ଭ ହେବ"
"ଯଦି ଡାଟା ବ୍ୟବହାରର ସୀମା ପାର୍ କରିଯିବ ତେବେ ଡାଟା ରେଟ୍ %1$d Kb/sକୁ ହ୍ରାସ ପାଇବ"
"ଆପଣଙ୍କ କେରିଅର୍ର ମୋବାଇଲ୍ ନେଟ୍ୱର୍କ ଡାଟା ବ୍ୟବହାର ନୀତି ବିଷୟରେ ଅଧିକ ସୂଚନା"
"ସେଲ୍ ପ୍ରସାରଣ SMS"
"ସେଲ୍ ପ୍ରସାରଣ SMS"
"ସେଲ୍ ପ୍ରସାରଣ SMSକୁ ସକ୍ଷମ କରାଯାଇଛି"
"ସେଲ୍ ପ୍ରସାରଣ SMSକୁ ଅକ୍ଷମ କରାଯାଇଛି"
"ସେଲ୍ ପ୍ରସାରଣ SMS ସେଟିଙ୍ଗ"
"ଜରରୀକାଳିନ ପ୍ରସାରଣ"
"ଜରୁରୀକାଳିନ ପ୍ରସାରଣକୁ ସକ୍ଷମ କରାଯାଇଛି"
"ଜରୁରୀକାଳିନ ପ୍ରସାରଣକୁ ଅକ୍ଷମ କରାଯାଇଛି"
"ଆଡମିନିଷ୍ଟ୍ରେଟିଭ୍"
"ଆଡମିନ୍ଙ୍କ ଦ୍ଵାରା ସକ୍ଷମ କରାଯାଇଛି"
"ଆଡମିନ୍ଙ୍କ ଦ୍ଵାରା ଅକ୍ଷମ କରାଯାଇଛି"
"ରକ୍ଷଣାବେକ୍ଷଣ"
"ରକ୍ଷଣାବେକ୍ଷଣକୁ ସକ୍ଷମ କରାଯାଇଛି"
"ରକ୍ଷଣାବେକ୍ଷଣକୁ ଅକ୍ଷମ କରାଯାଇଛି"
"ସାଧାରଣ ସମାଚାର"
"ବ୍ୟାବସାୟିକ ଓ ଆର୍ଥିକ ସମାଚାର"
"ଖେଳ ସମାଚାର"
"ମନୋରଞ୍ଜନ ସମାଚାର"
"ସ୍ଥାନୀୟ"
"ସ୍ଥାନୀୟ ସମାଚାରକୁ ସକ୍ଷମ କରାଯାଇଛି"
"ସ୍ଥାନୀୟ ସମାଚାରକୁ ଅକ୍ଷମ କରାଯାଇଛି"
"ଆଞ୍ଚଳିକ"
"ଆଞ୍ଚଳିକ ସମାଚାରକୁ ସକ୍ଷମ କରାଯାଇଛି"
"ଆଞ୍ଚଳିକ ସମାଚାରକୁ ଅକ୍ଷମ କରାଯାଇଛି"
"ଜାତୀୟ"
"ରାଷ୍ଟ୍ରୀୟ ସମାଚାରକୁ ସକ୍ଷମ କରାଯାଇଛି"
"ରାଷ୍ଟ୍ରୀୟ ସମାଚାରକୁ ଅକ୍ଷମ କରାଯାଇଛି"
"ଆନ୍ତର୍ଜାତୀୟ"
"ଅନ୍ତରାଷ୍ଟ୍ରୀୟ ସମାଚାରକୁ ସକ୍ଷମ କରାଯାଇଛି"
"ଅନ୍ତରାଷ୍ଟ୍ରୀୟ ସମାଚାରକୁ ଅକ୍ଷମ କରାଯାଇଛି"
"ଭାଷା"
"ସମାଚାର ପାଇଁ ଭାଷାକୁ ଚୟନ କରନ୍ତୁ"
- "ଇଙ୍ଗଲିଶ୍"
- "ଫ୍ରେଞ୍ଚ"
- "ସ୍ପାନିଶ୍"
- "ଜାପାନିଜ୍"
- "କୋରିଆନ୍"
- "ଚାଇନିଜ୍"
- "ହିବ୍ର୍ୟୁ"
- "1"
- "2"
- "3"
- "4"
- "5"
- "6"
- "7"
"ଭାଷା"
"ସ୍ଥାନୀୟ ପାଣିପାଗ"
"ସ୍ଥାନୀୟ ପାଣିପାଗକୁ ସକ୍ଷମ କରାଯାଇଛି"
"ସ୍ଥାନୀୟ ପାଣିପାଗକୁ ଅକ୍ଷମ କରାଯାଇଛି"
"ଏରିଆ ଟ୍ରାଫିକ୍ ରିପୋର୍ଟ"
"କ୍ଷେତ୍ରର ଟ୍ରାଫିକ୍ ରିପୋର୍ଟକୁ ସକ୍ଷମ କରାଯାଇଛି"
"କ୍ଷେତ୍ରର ଟ୍ରାଫିକ୍ ରିପୋର୍ଟକୁ ଅକ୍ଷମ କରାଯାଇଛି"
"ସ୍ଥାନୀୟ ଏୟାରପୋର୍ଟ ଫ୍ଲାଇଟ୍ଗୁଡ଼ିକର ଉଡ଼ାଣ-ଅବତରଣ ସୂଚୀ"
"ସ୍ଥାନୀୟ ଏୟାରପୋର୍ଟ ଫ୍ଲାଇଟ୍ ଉଡ଼ାଣ-ଅବତରଣ ସୂଚୀକୁ ସକ୍ଷମ କରାଯାଇଛି"
"ସ୍ଥାନୀୟ ଏୟାରପୋର୍ଟ ଫ୍ଲାଇଟ୍ ଉଡ଼ାଣ-ଅବତରଣ ସୂଚୀକୁ ଅକ୍ଷମ କରାଯାଇଛି"
"ରେଷ୍ଟୁରାଣ୍ଟଗୁଡ଼ିକ"
"ରେଷ୍ଟୁରାଣ୍ଟକୁ ସକ୍ଷମ କରାଯାଇଛି"
"ରେଷ୍ଟୁରାଣ୍ଟକୁ ଅକ୍ଷମ କରାଯାଇଛି"
"ଲଜିଙ୍ଗ"
"ଲଜିଙ୍ଗକୁ ସକ୍ଷମ କରାଯାଇଛି"
"ଲଜିଙ୍ଗକୁ ଅକ୍ଷମ କରାଯାଇଛି"
"ରିଟେଲ୍ ଡାଇରେକ୍ଟୋରୀ"
"ରିଟେଲ୍ ଡାଇରେକ୍ଟୋରୀକୁ ସକ୍ଷମ କରାଯାଇଛି"
"ରିଟେଲ୍ ଡାଇରେକ୍ଟୋରୀକୁ ଅକ୍ଷମ କରାଯାଇଛି"
"ବିଜ୍ଞାପନ"
"ବିଜ୍ଞାପନକୁ ସକ୍ଷମ କରାଯାଇଛି"
"ବିଜ୍ଞାପନକୁ ଅକ୍ଷମ କରାଯାଇଛି"
"ଷ୍ଟକ୍ କ୍ଵୋଟ୍"
"ଶେୟାର୍ର ଦାମ୍କୁ ସକ୍ଷମ କରାଯାଇଛି"
"ଶେୟାର୍ର ଦାମ୍କୁ ଅକ୍ଷମ କରାଯାଇଛି"
"ନିଯୁକ୍ତି ସୁଯୋଗ"
"ନିଯୁକ୍ତି ସୁଯୋଗକୁ ସକ୍ଷମ କରାଯାଇଛି"
"ନିଯୁକ୍ତି ସୁଯୋଗକୁ ଅକ୍ଷମ କରାଯାଇଛି"
"ଚିକିତ୍ସା, ସ୍ଵାସ୍ଥ୍ୟ ଓ ସ୍ଵାସ୍ଥ୍ୟକେନ୍ଦ୍ର"
"ଚିକିତ୍ସା, ସ୍ଵାସ୍ଥ୍ୟ ଓ ସ୍ଵାସ୍ଥ୍ୟକେନ୍ଦ୍ରକୁ ସକ୍ଷମ କରାଯାଇଛି"
"ଚିକିତ୍ସା, ସ୍ଵାସ୍ଥ୍ୟ ଓ ସ୍ଵାସ୍ଥ୍ୟକେନ୍ଦ୍ରକୁ ଅକ୍ଷମ କରାଯାଇଛି"
"ବୈଷୟିକ ସମାଚାର"
"ବୈଷୟିକ ସମାଚାରକୁ ସକ୍ଷମ କରାଯାଇଛି"
"ବୈଷୟିକ ସମାଚାରକୁ ଅକ୍ଷମ କରାଯାଇଛି"
"ବିବିଧ ଶ୍ରେଣୀ"
"ବିବିଧ ଶ୍ରେଣୀକୁ ସକ୍ଷମ କରାଯାଇଛି"
"ବିବିଧ ଶ୍ରେଣୀକୁ ଅକ୍ଷମ କରାଯାଇଛି"
" (ସୁପାରିଶ କରାଯାଇଛି)"
"LTE (ପ୍ରସ୍ତାବିତ)"
"4G (ପ୍ରସ୍ତାବିତ)"
"ଗ୍ଲୋବାଲ୍"
"ସିଷ୍ଟମ୍ ଚୟନ କରନ୍ତୁ"
"CDMAର ରୋମିଙ୍ଗ ମୋଡ୍କୁ ବଦଳାନ୍ତୁ"
"ସିଷ୍ଟମ୍ ଚୟନ କରନ୍ତୁ"
- "କେବଳ ହୋମ୍"
- "ସ୍ଵଚାଳିତ"
"CDMA ସବସ୍କ୍ରିପଶନ୍"
"RUIM/SIM ଓ NV ମଧ୍ୟରେ ବଦଳ କରନ୍ତୁ"
"ସବସ୍କ୍ରିପଶନ୍"
- "RUIM/SIM"
- "NV"
- "0"
- "1"
"ସକ୍ରିୟ ଡିଭାଇସ୍"
"ଡାଟା ସେବାକୁ ସେଟଅପ୍ କରନ୍ତୁ"
"କେରିଅର୍ ସେଟିଙ୍ଗ"
"ଫିକ୍ସଡ୍ ଡାଏଲିଙ୍ଗ ନମ୍ବର୍"
"ଫିକ୍ସଡ୍ ଡାଏଲିଂ ନମ୍ବର୍ (%s)"
"FDN ତାଲିକା"
"FDN ତାଲିକା (%s)"
"FDNକୁ ସକ୍ରିୟ କରିବା"
"ଫିକ୍ସଡ୍ ଡାଏଲିଙ୍ଗ ନମ୍ବର୍କୁ ସକ୍ଷମ କରାଯାଇଛି"
"ଫିକ୍ସଡ୍ ଡାଏଲିଙ୍ଗ ନମ୍ବର୍କୁ ଅକ୍ଷମ କରାଯାଇଛି"
"FDNକୁ ସକ୍ଷମ କରନ୍ତୁ"
"FDNକୁ ଅକ୍ଷମ କରନ୍ତୁ"
"PIN2 ବଦଳାନ୍ତୁ"
"FDNକୁ ଅକ୍ଷମ କରନ୍ତୁ"
"FDNକୁ ସକ୍ଷମ କରନ୍ତୁ"
"ଫିକ୍ସଡ୍ ଡାଏଲିଙ୍ଗ ନମ୍ବର୍କୁ ପରିଚାଳନା କରନ୍ତୁ"
"FDN ଆକ୍ସେସ୍ ପାଇଁ PIN ବଦଳାନ୍ତୁ"
"ଫୋନ୍ ନମ୍ବର୍ ତାଲିକାକୁ ପରିଚାଳନା କରନ୍ତୁ"
"ଭଏସ୍ ଗୋପନୀୟତା"
"ଉନ୍ନତ ଗୋପନିୟ ମୋଡ୍କୁ ସକ୍ଷମ କରନ୍ତୁ"
"TTY ମୋଡ୍"
"TTY ମୋଡ୍ ସେଟ୍ କରନ୍ତୁ"
"ଅଟୋ-ରିଟ୍ରାଏ କରନ୍ତୁ"
"ଅଟୋ-ରିଟ୍ରାଏ ମୋଡ୍କୁ ସକ୍ଷମ କରନ୍ତୁ"
"ଭିଡିଓ କଲ୍ କରିବା ସମୟରେ TTY ମୋଡ୍କୁ ପରିବର୍ତ୍ତନ କରିବା ପାଇଁ ଅନୁମତି ନାହିଁ"
"ଯୋଗାଯୋଗକୁ ଯୋଡ଼ନ୍ତୁ"
"ଯୋଗାଯୋଗକୁ ଏଡିଟ୍ କରନ୍ତୁ"
"ଯୋଗାଯୋଗକୁ ଡିଲିଟ୍ କରନ୍ତୁ"
"ଯୋଗାଯୋଗକୁ ଡାଏଲ୍ କରନ୍ତୁ"
"PIN2 ଟାଇପ୍ କରନ୍ତୁ"
"ନାମ"
"ନମ୍ବର୍"
"ସେଭ୍ କରନ୍ତୁ"
"ଫିକ୍ସଡ୍ ଡାଏଲିଙ୍ଗ ନମ୍ବର୍ ଯୋଡ଼ନ୍ତୁ"
"ଫିକ୍ସଡ୍ ଡାଏଲିଙ୍ଗ ନମ୍ବର୍କୁ ଯୋଡ଼ାଯାଉଛି…"
"ଫିକ୍ସଡ୍ ଡାଏଲିଙ୍ଗ ନମ୍ବର୍ ଯୋଡ଼ାଗଲା।"
"ଫିକ୍ସଡ୍ ଡାଏଲିଙ୍ଗ ନମ୍ବର୍କୁ ଏଡିଟ୍ କରନ୍ତୁ"
"ଫିକ୍ସଡ୍ ଡାଏଲିଙ୍ଗ ନମ୍ବର୍ ଅପଡେଟ୍ ହେଉଛି…"
"ଫିକ୍ସଡ୍ ଡାଏଲିଙ୍ଗ ନମ୍ବର୍ ଅପଡେଟ୍ କରାଗଲା।"
"ଫିକ୍ସଡ୍ ଡାଏଲିଙ୍ଗ ନମ୍ବର୍କୁ ଡିଲିଟ୍ କରନ୍ତୁ"
"ଫିକ୍ସଡ୍ ଡାଏଲିଙ୍ଗ ନମ୍ବର୍ ଡିଲିଟ୍ ହେଉଛି…"
"ଫିକ୍ସଡ୍ ଡାଏଲିଙ୍ଗ ନମ୍ବର୍କୁ ଡିଲିଟ୍ କରାଗଲା।"
"FDN ଅପଡେଟ୍ ହେଲା ନାହିଁ କାରଣ ଆପଣ ଗୋଟିଏ ଭୁଲ୍ PIN ଟାଇପ୍ କରିଥିଲେ।"
"ନମ୍ବରରେ %dଟିରୁ ଅଧିକ ଅଙ୍କ ଥିବା ଯୋଗୁଁ FDN ଅପ୍ଡେଟ୍ କରାଯାଇନଥିଲା।"
"FDN ଅପଡେଟ୍ ହୋଇନଥିଲା। PIN2 ଭୁଲ୍ ଥିଲା କିମ୍ବା ଫୋନ୍ ନମ୍ବର୍କୁ ଗ୍ରହଣ କରାଗଲା ନାହିଁ।"
"FDN ଅପରେଶନ୍ ବିଫଳ ହେଲା।"
"SIM କାର୍ଡରୁ ପଢ଼ାଯାଉଛି…"
"ଆପଣଙ୍କ SIM କାର୍ଡରେ କୌଣସି ଯୋଗାଯୋଗ ନାହିଁ।"
"ଇମ୍ପୋର୍ଟ କରିବା ପାଇଁ ଯୋଗାଯୋଗକୁ ଚୟନ କରନ୍ତୁ"
"SIM କାର୍ଡରୁ ଯୋଗାଯୋଗକୁ ଇମ୍ପୋର୍ଟ କରିବାବେଳେ ଏୟାରପ୍ଲେନ୍ ମୋଡ୍କୁ ବନ୍ଦ କରନ୍ତୁ।"
"SIM PINକୁ ସକ୍ଷମ/ଅକ୍ଷମ କରନ୍ତୁ"
"ସିମ୍ ପିନ୍ ବଦାଳନ୍ତୁ"
"ସିମ୍ PIN:"
"ପୁରୁଣା PIN"
"ନୂଆ PIN"
"ନୂଆ PIN ନିଶ୍ଚିତ କରନ୍ତୁ"
"ଆପଣ ଟାଇପ୍ କରିଥିବା ପୁରୁଣା PIN ଠିକ୍ ନୁହେଁ। ପୁଣି ଚେଷ୍ଟା କରନ୍ତୁ।"
"ଆପଣ ଟାଇପ୍ କରିଥିବା PINs ମେଳ ହେଉନାହିଁ। ପୁଣି ଥରେ ଚେଷ୍ଟା କରନ୍ତୁ।"
"4 ରୁ 8 ସଂଖ୍ୟା ବିଶିଷ୍ଟ ଏକ PIN ଟାଇପ୍ କରନ୍ତୁ।"
"SIM PINକୁ ଖାଲି କରନ୍ତୁ"
"SIM PINକୁ ସେଟ୍ କରନ୍ତୁ"
"PIN ସେଟ୍ କରାଯାଉଛି…"
"PIN ସେଟ୍ ହୋଇଛି"
"PINକୁ ଖାଲି କରିଦିଆଗଲା"
"PIN ଭୁଲ୍ ଅଛି"
"PIN ଅପଡେଟ୍ ହୋଇଛି"
"ଭୁଲ୍ ପାସ୍ୱର୍ଡ। ବର୍ତ୍ତମାନ PIN ଲକ୍ ହୋଇଗଲା। PUK2 ପାଇଁ ଅନୁରୋଧ କରାଯାଇଛି।"
"PIN2"
"ପୁରୁଣା PIN2"
"ନୂଆ PIN2"
"ନୂଆ PIN2 ନିଶ୍ଚିତ କରନ୍ତୁ"
"PUK2 ଭୁଲ୍ ଅଛି। ପୁଣି ଚେଷ୍ଟା କରନ୍ତୁ।"
"ପୁରିଣା PIN2 ଭୁଲ୍ ଅଛି। ପୁଣି ଚେଷ୍ଟା କରନ୍ତୁ।"
"PINଗୁଡିକ ମେଳ ହେଉନାହିଁ। ପୁଣି ଚେଷ୍ଟା କରନ୍ତୁ।"
"ଗୋଟିଏ PIN2 ପ୍ରବେଶ କରନ୍ତୁ ଯାହା 4 ରୁ 8 ସଂଖ୍ୟାବିଶିଷ୍ଟ ଅଟେ।"
"8 ସଂଖ୍ୟାବିଶିଷ୍ଟ ଗୋଟିଏ PUK2 ପ୍ରବେଶ କରନ୍ତୁ।"
"PIN2 ଅପଡେଟ୍ ହୋଇଛି"
"PUK2 ହୋଡ୍ ପ୍ରବେଶ କରନ୍ତୁ"
"ଭୁଲ୍ ପାସ୍ୱର୍ଡ। ବର୍ତ୍ତମାନ PIN2କୁ ଅବରୋଧ କରାଯାଇଛି। ପୁଣି ଚେଷ୍ଟା କରିବା ପାଇଁ PIN 2କୁ ବଦଳାନ୍ତୁ।"
"ଭୁଲ୍ ପାସ୍ୱର୍ଡ। ବର୍ତ୍ତମାନ SIM ଲକ୍ ହୋଇଗଲା। PUK2କୁ ପ୍ରବେଶ କରନ୍ତୁ।"
"PUK2କୁ ସ୍ଥାୟୀରୂପେ ଅବରୋଧ କରାଯାଇଛି।"
\n"ଆପଣଙ୍କର %dଟି ସୁଯୋଗ ବଳକା ଅଛି।"
"PUK2 ଲକ୍ କରାଯାଇଛି। ଅନଲକ୍ କରିବାକୁ ସେବା ପ୍ରଦାନକାରୀ ସହ ଯୋଗାଯୋଗ କରନ୍ତୁ।"
"PIN2କୁ ଆଉ ଅବରୋଧ କରାଯାଇନାହିଁ"
"ନେଟ୍ୱର୍କ କିମ୍ବା SIM କାର୍ଡ ତ୍ରୁଟି"
"ହୋଇଗଲା"
"ଭଏସମେଲ୍ ନମ୍ବର୍"
"ଡାଏଲ୍ କରାଯାଉଛି"
"ପୁନଃଡାଏଲ୍ କରନ୍ତୁ"
"କନ୍ଫରେନ୍ସ କଲ୍"
"ଇନ୍କମିଙ୍ଗ କଲ୍"
"କଲ୍ ସମାପ୍ତ ହେଲା"
"ହୋଲ୍ଡରେ ଅଛି"
"କଲ୍ ସମାପ୍ତ ହେଉଛି"
"କଲ୍ରେ ଅଛନ୍ତି"
"ନୂଆ ଭଏସମେଲ୍"
"ନୂଆ ଭଏସମେଲ୍ (%d)"
"%sକୁ ଡାଏଲ୍ କରନ୍ତୁ"
"ଭଏସ୍ ମେଲ୍ ନମ୍ବର୍ ଅଜଣା"
"କୌଣସି ସେବା ନାହିଁ"
"ଚୟନିତ ନେଟ୍ୱର୍କ %s ଉପଲବ୍ଧ ନାହିଁ"
"କଲ୍ କରିବା ପାଇଁ ମୋବାଇଲ୍ ନେଟ୍ୱର୍କକୁ ଚାଲୁ କରନ୍ତୁ, ଏୟାରପ୍ଲେନ୍ ମୋଡ୍କୁ ବନ୍ଦ କରନ୍ତୁ କିମ୍ବା ବ୍ୟାଟେରୀ ସେଭର୍କୁ ବନ୍ଦ କରନ୍ତୁ।"
"ଗୋଟିଏ କଲ୍ କରିବା ପାଇଁ ଏୟାରପ୍ଲେନ୍ ମୋଡ୍କୁ ବନ୍ଦ କରନ୍ତୁ।"
"ଗୋଟିଏ କଲ୍ କରିବା ପାଇଁ ଏୟାରପ୍ଲେନ୍ ମୋଡ୍କୁ ବନ୍ଦ କରନ୍ତୁ କିମ୍ବା ଏକ ତାରବିହୀନ ନେଟ୍ୱର୍କ ସହ କନେକ୍ଟ କରନ୍ତୁ।"
"ଫୋନଟି ବହୁତ ଗରମ ହୋଇଯାଇଛି"\n\n"ଏହି କଲକୁ ସମ୍ପୂର୍ଣ୍ଣ କରାଯାଇପାରିବ ନାହିଁ। ଆପଣଙ୍କ ଫୋନ୍ ଥଣ୍ଡା ହେବା ପରେ ପୁଣି ଚେଷ୍ଟା କରନ୍ତୁ। \n\nଆପଣ ଏବେ ବି ଜରୁରୀକାଳୀନ କଲ୍ କରିପାରିବେ।"
"ଗୋଟିଏ ସାଧାରଣ କଲ୍ କରିବା ପାଇଁ ଜରୁରିକାଳୀନ କଲବ୍ୟାକ୍ ମୋଡ୍ରୁ ବାହାରି ଆସନ୍ତୁ।"
"ନେଟ୍ୱର୍କରେ ପଞ୍ଜୀକୃତ କରାଯାଇନାହିଁ।"
"ମୋବାଇଲ୍ ନେଟ୍ୱର୍କ ଉପଲବ୍ଧ ନାହିଁ।"
"ମୋବାଇଲ୍ ନେଟ୍ୱର୍କ ଉପଲବ୍ଧ ନାହିଁ। କଲ୍ କରିବା ପାଇଁ ଗୋଟିଏ ତାରବିହୀନ ନେଟ୍ୱର୍କରେ କନେକ୍ଟ କରନ୍ତୁ"
"ଗୋଟିଏ କଲ୍ କରିବା ପାଇଁ ଏକ ବୈଧ ନମ୍ବର୍ ପ୍ରବେଶ କରନ୍ତୁ।"
"କଲ୍ ହେଲା ନାହିଁ।"
"ଏବେ କଲ୍କୁ ଯୋଡ଼ାଯାଇପାରିବ ନାହିଁ। ଆପଣ ମେସେଜ୍ ପଠାଇ ସମ୍ପର୍କ କରିବା ପାଇଁ ଚେଷ୍ଟା କରିପାରନ୍ତି।"
"ସେବା ସପୋର୍ଟ କରୁନାହିଁ"
"କଲ୍କୁ ସ୍ଵିଚ୍ କରିହେବ ନାହିଁ।"
"କଲ୍କୁ ପୁଣି ଆରମ୍ଭ କରିହେବ ନାହିଁ।"
"କଲ୍କୁ ଅଲଗା କରିହେବ ନାହିଁ।"
"ଟ୍ରାନ୍ସଫର୍ କରିହେବ ନାହିଁ।"
"କଲ୍ଗୁଡିକୁ ମିଶ୍ରଣ କରାଯାଇପାରିଲା ନାହିଁ।"
"କଲ୍କୁ ପ୍ରତ୍ୟାକ୍ଷାନ କରିହେବ ନାହିଁ।"
"କଲ୍(ଗୁଡ଼ିକୁ)କୁ ରିଲିଜ୍ କରାଯାଇପରିବ ନାହିଁ।"
"କଲ୍କୁ ହୋଲ୍ଡ କରାଯାଇପାରିବ ନାହିଁ।"
"ଗୋଟିଏ କଲ୍ କରିବା ପାଇଁ ଏକ ତାରବିହୀନ ନେଟ୍ୱର୍କ ସହ କନେକ୍ଟ କରନ୍ତୁ।"
"ଗୋଟିଏ କଲ୍ କରିବା ପାଇଁ ୱାଇ-ଫାଇ କଲିଙ୍ଗକୁ ସକ୍ଷମ କରନ୍ତୁ।"
"ଜରୁରୀକାଳୀନ ସୂଚନା"
"ମାଲିକ"
"ସୂଚନା ଦେଖିବାକୁ ପୁଣିଥରେ ଟାପ୍ କରନ୍ତୁ"
"ଜରୁରୀକାଳୀନ କଲ୍"
"ଜରୁରୀକାଳୀନ ନମ୍ବର୍"
"ଜରୁରୀକାଳୀନ ନମ୍ବର୍"
"%sରେ କଲ୍ କରନ୍ତୁ"
"ରେଡିଓକୁ ଚାଲୁ କରାଯାଉଛି…"
"କୌଣସି ସେବା ନାହିଁ। ପୁଣି ଚେଷ୍ଟାକରାଯାଉଛି…"
"ଗୋଟିଏ ଜରୁରିକାଳୀନ କଲ୍ କରିବାବେଳେ ଏୟାରପ୍ଲେନ୍ ମୋଡ୍କୁ ପ୍ରବେଶ କରାଯାଇପାରିବ ନାହିଁ।"
"କଲ୍ କରିପାରିବେ ନାହିଁ। %s ଗୋଟିଏ ଜରୁରିକାଳୀନ ନମ୍ବର୍ ନୁହେଁ।"
"କଲ୍ କରିପାରିବେ ନାହିଁ। ଗୋଟିଏ ଜରୁରିକାଳୀନ ନମ୍ବର୍ ଡାଏଲ୍ କରନ୍ତୁ।"
"ଜରୁରିକାଳୀନ କଲ୍ କରିବା ଉପଲବ୍ଧ ନାହିଁ"
"ଡିଭାଇସ୍ର ମାଲିକ କେବଳ PIN/PUK କୋଡ୍ ଲେଖିପାରିବେ।"
"ପୋଲିସ୍"
"ଆମ୍ବୁଲେନ୍ସ"
"ନିଆଁ"
"%1$s, %2$s"
"ଡାଏଲ୍ କରିବା ପାଇଁ କୀବୋର୍ଡକୁ ବ୍ୟବହାର କରନ୍ତୁ"
"ହୋଲ୍ଡ କରନ୍ତୁ"
"ସମାପ୍ତ କରନ୍ତୁ"
"ଡାଏଲପ୍ୟାଡ୍"
"ମ୍ୟୁଟ୍ କରନ୍ତୁ"
"କଲ୍କୁ ଯୋଡ଼ନ୍ତୁ"
"କଲ୍କୁ ମର୍ଜ କରନ୍ତୁ"
"ସ୍ଵାପ୍ କରନ୍ତୁ"
"କଲ୍ ପରିଚାଳନା କରନ୍ତୁ"
"କନଫରେନ୍ସ ପରିଚାଳନା କରନ୍ତୁ"
"ଅଡିଓ"
"ଭିଡିଓ କଲ୍ କରନ୍ତୁ"
"ଇମ୍ପୋର୍ଟ କରନ୍ତୁ"
"ସମସ୍ତ ଇମ୍ପୋର୍ଟ କରନ୍ତୁ"
"SIMରେ ଥିବା ଯୋଗାଯୋଗକୁ ଇମ୍ପୋର୍ଟ କରାଯାଉଛି"
"ଯୋଗଯୋଗରୁ ଇମ୍ପୋର୍ଟ କରନ୍ତୁ"
"ଇମ୍ପୋର୍ଟ କରାଯାଇଥିବା ଯୋଗାଯୋଗ"
"ଯୋଗଯୋଗକୁ ଇମ୍ପୋର୍ଟ କରିବାରେ ବିଫଳ ହେଲା"
"ଶ୍ରବଣ ଯନ୍ତ୍ର"
"ଶ୍ରବଣ ଯନ୍ତ୍ର କମ୍ପ୍ୟାଟିବିଲିଟୀକୁ ଚାଲୁ କରନ୍ତୁ"
"ରିଅଲ୍-ଟାଇମ୍ ଟେକ୍ସଟ୍ (RTT) କଲ୍"
"ଭଏସ୍ କଲ୍ କରିବା ମଧ୍ୟରେ ମେସେଜ୍ କରିବାକୁ ଅନୁମତି ଦିଅନ୍ତୁ"
"RTT ସେହି କଲର୍ମାନଙ୍କୁ ସହାୟତା କରିଥାଏ, ଯେଉଁମାନେ ବଧିର, କ୍ଷୀଣ ଶ୍ରବଣଶକ୍ତି, ମୂକ କିମ୍ବା ଭଏସ୍ ଅପେକ୍ଷା ଅଧିକ କିଛି ଆବଶ୍ୟକ କରନ୍ତି। <br> <a href=http://support.google.com/mobile?p=telephony_rtt>ଅଧିକ ଜାଣନ୍ତୁ</a>\n <br><br> - ମେସେଜ୍ ଟ୍ରାନସ୍କ୍ରିପ୍ଟ ଭାବେ RTT କଲ୍ ସେଭ୍ ହୋଇଛି\n <br> - ଭିଡିଓ କଲ୍ ପାଇଁ RTT ଉପଲବ୍ଧ ନାହିଁ"
"ଧ୍ୟାନ ଦିଅନ୍ତୁ: ରୋମିଂ ସମୟରେ RTT ଉପଲବ୍ଧ ନୁହେଁ"
- "TTY ବନ୍ଦ ଅଛି"
- "TTY ପୂର୍ଣ୍ଣ"
- "TTY HCO"
- "TTY VCO"
"DTMF ଟୋନ୍"
"DTMF ଟୋନ୍ର ଦୀର୍ଘତାକୁ ସେଟ୍ କରନ୍ତୁ"
- "ସାଧାରଣ"
- "ଲମ୍ଵା"
"ନେଟ୍ୱର୍କ ମେସେଜ୍"
"ତ୍ରୁଟି ମେସେଜ୍"
"ଆପଣଙ୍କର ଫୋନ୍କୁ ସକ୍ରିୟ କରନ୍ତୁ"
"ଆପଣଙ୍କ ଫୋନ୍ର ସେବାକୁ ସକ୍ରିୟ କରିବା ପାଇଁ ଗୋଟିଏ ସ୍ଵରନ୍ତ୍ର କଲ୍ କରିବା ଆବଶ୍ୟକ ହେଉଛି। \n\n “ସକ୍ରିୟ କରନ୍ତୁ”କୁ ଦାବିବା ପରେ, ନିଜର ଫୋନ୍କୁ ସକ୍ରିୟ କରିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶାବଳୀର ଅନୁସରଣ କରନ୍ତୁ।"
"ସକ୍ରିୟ ହେଉଛି..."
"ଏହି ଫୋନ୍ ଆପଣଙ୍କର ମୋବାଇଲ୍ ଡାଟା ସେବାକୁ ସକ୍ରିୟ କରୁଛି। \n\nଏଥି ପାଇଁ ପ୍ରାୟ 5 ମିନିଟ୍ ସମୟ ଲାଗିପାରେ।"
"ସକ୍ରିୟ କରିବା ଛାଡ଼ିଯିବେ?"
"ଯଦି ଆପଣ ସକ୍ରିୟ କରିବା କାର୍ଯ୍ୟକୁ ଛାଡ଼ିଯା’ନ୍ତି ତେବେ ଆପଣ କଲ୍ କରିପାରିବେ ନାହିଁ କିମ୍ବା ମୋବାଇଲ୍ ନେଟ୍ୱର୍କ (ଯଦିଓ ଆପଣ ୱାଇ-ଫାଇ ନେଟ୍ୱର୍କ ସହିତ ଯୋଡ଼ିହୋଇପାରିବେ) ସହିତ ଯୋଡ଼ିହୋଇପାରିବେ ନାହିଁ। ଆପଣ ନିଜର ଫୋନ୍କୁ ସକ୍ରିୟ ନକରିବା ପର୍ଯ୍ୟନ୍ତ ପ୍ରତ୍ୟେକଥର ଏହାକୁ ଚାଲୁ କରିବା ସମୟରେ ସକ୍ରିୟ କରିବା ପାଇଁ କୁହାଯିବ।"
"ଛାଡ଼ିଦିଅନ୍ତୁ"
"ସକ୍ରିୟ କରନ୍ତୁ"
"ଫୋନ୍ ସକ୍ରିୟ ହୋଇଯାଇଛି।"
"ସକ୍ରିୟ ହେବାରେ ସମସ୍ୟା"
"ଆପଣ ସକ୍ରିୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ନଶୁଣିବା ପର୍ଯ୍ୟନ୍ତ କଥାକୁହା ନିର୍ଦ୍ଦେଶାବଳୀକୁ ଅନୁସରଣ କରନ୍ତୁ।"
"ସ୍ପିକର୍"
"ଆପଣଙ୍କ ଫୋନ୍କୁ ପ୍ରୋଗ୍ରାମ୍ କରାଯାଉଛି…"
"ଆପଣଙ୍କ ଫୋନ୍କୁ ପ୍ରୋଗ୍ରାମ୍ କରିହେଲା ନାହିଁ"
"ବର୍ତ୍ତମାନ ଆପଣଙ୍କର ଫୋନ୍ ସକ୍ରିୟ ହୋଇଯାଇଛି। ସେବା ଆରମ୍ଭ କରିବା ପାଇଁ ଏହା ପାଖାପାଖି 15 ମିନିଟ୍ ସମୟ ନେଇପାରେ।"
"ଆପଣଙ୍କର ଫୋନ୍ ସକ୍ରିୟ ହେଲା ନାହିଁ। \n ଆପଣଙ୍କୁ ଭଲ ଆଚ୍ଛାଦନ ଥିବା ଗୋଟିଏ ସ୍ଥାନ ଖୋଜିବାକୁ ପଡ଼ିବ (ଝରକା ପାଖରେ କିମ୍ବା ବାହାରେ)। \n\nପୁଣି ଚେଷ୍ଟା କରନ୍ତୁ କିମ୍ବା ଅଧିକ ବିକଳ୍ପ ପାଇଁ ଗ୍ରାହକ ସେବାକୁ କଲ୍ କରନ୍ତୁ।"
"ଅତିରିକ୍ତ SPC ବିଫଳତା"
"ପଛକୁ"
"ପୁଣି ଚେଷ୍ଟା କରନ୍ତୁ"
"ଆଗକୁ"
"EcmExitDialog"
"ଜରୁରୀକାଳିନ କଲବ୍ୟାକ୍ ମୋଡ୍କୁ ପ୍ରବେଶ କରାଯାଉଛି"
"ଜରୁରୀକାଳିନ କଲବ୍ୟାକ୍ ମୋଡ୍"
"ଡାଟା କନେକ୍ସନ୍କୁ ଅକ୍ଷମ କରାଯାଇଛି"
"%s ପର୍ଯ୍ୟନ୍ତ କୌଣସି ଡାଟା କନେକ୍ସନ୍ ନାହିଁ"
- ଫୋନ୍ %s ମିନିଟ୍ ପାଇଁ ଜରୁରିକାଳୀନ କଲବ୍ୟାକ୍ ମୋଡ୍ରେ ରହିବ। ଏହି ମୋଡ୍ରେ ଥିବା ବେଳେ ଗୋଟିଏ ଡାଟା କନେକ୍ସନ୍କୁ ବ୍ୟବହାର କରୁଥିବା କୌଣସି ଆପ୍ଲିକେଶନ୍କୁ ବ୍ୟବହାର କରାଯାଇପାରିବ ନାହିଁ। ବର୍ତ୍ତମାନ ଆପଣ ବାହାରିଯିବାକୁ ଚାହାନ୍ତି କି?
- ଫୋନ୍ %s ମିନିଟ୍ ପାଇଁ ଜରୁରିକାଳୀନ କଲବ୍ୟାକ୍ ମୋଡ୍ରେ ରହିବ ଏହି ମୋଡ୍ରେ ଥିବା ବେଳେ ଗୋଟିଏ ଡାଟା କନେକ୍ସନ୍କୁ ବ୍ୟବହାର କରୁଥିବା କୌଣସି ଆପ୍କୁ ବ୍ୟବହାର କରାଯାଇପାରିବ ନାହିଁ। ବର୍ତ୍ତମାନ ଆପଣ ବାହାରିଯିବାକୁ ଚାହାନ୍ତି କି?
- ଜରୁରିକାଳୀନ କଲବ୍ୟାକ୍ ମୋଡ୍ରେ ରହିଥିବା ବେଳେ ଚୟନିତ କାର୍ଯ୍ୟ ଉପଲବ୍ଧ ହେବ ନାହିଁ। ଫୋନ୍ ଏହି ମୋଡ୍ରେ %s ମିନିଟ୍ ପାଇଁ ରହିବ। ବର୍ତ୍ତମାନ ଆପଣ ବାହାରିଯିବାକୁ ଚାହାନ୍ତି କି?
- ଜରୁରିକାଳୀନ କଲବ୍ୟାକ୍ ମୋଡ୍ରେ ରହିଥିବା ବେଳେ ଚୟନିତ କାର୍ଯ୍ୟ ଉପଲବ୍ଧ ହେବ ନାହିଁ। ଫୋନ୍ ଏହି ମୋଡ୍ରେ %s ମିନିଟ୍ ପାଇଁ ରହିବ। ବର୍ତ୍ତମାନ ଆପଣ ବାହାରିଯିବାକୁ ଚାହାନ୍ତି କି?
"ଜରୁରୀକାଳୀନ କଲ୍ କରୁଥିବାବେଳେ ଚୟନିତ କାର୍ଯ୍ୟ ଉପଲବ୍ଧ ନାହିଁ।"
"ଜରୁରୀକାଳିନ କଲବ୍ୟାକ୍ ମୋଡ୍ରୁ ବାହାରି ଆସନ୍ତୁ"
"ହଁ"
"ନାହିଁ"
"ଖାରଜ କରନ୍ତୁ"
"ଫୋନଟି ଜରୁରୀକାଳୀନ କଲବ୍ୟାକ୍ ମୋଡରେ ଅଛି"
"%s ପର୍ଯ୍ୟନ୍ତ"
- ଫୋନଟି %s ମିନିଟ୍ ପାଇଁ ଜରୁରୀକାଳୀନ କଲବ୍ୟାକ୍ ମୋଡରେ ରହିବ।\nଆପଣ ବର୍ତ୍ତମାନ ବାହାରି ଯିବାକୁ ଚାହାଁନ୍ତି କି?
- ଫୋନଟି %s ମିନିଟ୍ ପାଇଁ ଜରୁରୀକାଳୀନ କଲବ୍ୟାକ୍ ମୋଡରେ ରହିବ।\nଆପଣ ବର୍ତ୍ତମାନ ବାହାରି ଯିବାକୁ ଚାହାଁନ୍ତି କି?
"ସେବା"
"ସେଟଅପ୍ କରନ୍ତୁ"
"<ସେଟ୍ ହୋଇନାହିଁ>"
"ଅନ୍ୟାନ୍ୟ କଲ୍ ସେଟିଙ୍ଗ"
"%s ମାଧ୍ୟମରେ କଲ୍ କରନ୍ତୁ"
"ଯୋଗାଯୋଗ ଫଟୋ"
"ବ୍ୟକ୍ତିଗତ ହୁଅନ୍ତୁ"
"ଯୋଗାଯୋଗକୁ ଚୟନ କରନ୍ତୁ"
"ଭଏସ୍ କଲ୍ ସପୋର୍ଟ କରୁନାହିଁ"
"ଡାଏଲ୍ କରନ୍ତୁ"
"ଡାୟଲ୍ପ୍ୟାଡ୍ ଦେଖାନ୍ତୁ"
"ଜରୁରୀକାଳୀନ ଡାୟଲ୍ପ୍ୟାଡ୍"
"ଭିଜୁଆଲ୍ ଭଏସମେଲ୍"
"PIN ସେଟ୍ କରନ୍ତୁ"
"PIN ବଦଳାନ୍ତୁ"
"ରିଙ୍ଗଟୋନ୍ ଓ ଭାଇବ୍ରେଟ୍"
"ବିଲ୍ଟ-ଇନ୍ ଥିବା SIM କାର୍ଡ"
"ଭିଡିଓ କଲ୍ ଚାଲୁ କରନ୍ତୁ"
"ଭିଡିଓ କଲ୍କୁ ଚାଲୁ କରିବା ପାଇଁ ଆପଣଙ୍କୁ ନେଟ୍ୱର୍କ ସେଟିଙ୍ଗରେ ଉନ୍ନତ 4G LTE ମୋଡ୍କୁ ସକ୍ଷମ କରିବାକୁ ପଡ଼ିବ।"
"ନେଟ୍ୱର୍କ ସେଟିଙ୍ଗ"
"ବନ୍ଦ କରନ୍ତୁ"
"ଜରୁରିକାଳୀନ କଲ୍"
"କେବଳ ଜରୁରିକାଳୀନ କଲ୍ ପାଇଁ"
"SIM କାର୍ଡ, ସ୍ଲଟ୍: %s"
"ଆକ୍ସେସିବିଲିଟୀ"
"ଠାରୁ ୱାଇ-ଫାଇ କଲ୍ କରନ୍ତୁ"
"ୱାଇ-ଫାଇ କଲ୍"
"ଖୋଲିବା ପାଇଁ ପୁଣି ଟାପ୍ କରନ୍ତୁ"
"ମେସେଜ୍କୁ ଡିକୋଡ୍ କରିବା ବେଳେ ଗୋଟିଏ ତ୍ରୁଟି ଦେଖାଦେଲା।"
"ଗୋଟିଏ SIM କାର୍ଡ ଆପଣଙ୍କର ସେବାକୁ କାର୍ଯ୍ୟକ୍ଷମ କରିଛି ଏବଂ ଆପଣଙ୍କ ଫୋନ୍ର ରୋମିଙ୍ଗ କ୍ଷମତାକୁ ଅପଡେଟ୍ କରିଛି।"
"ଏଠାରେ ଅନେକ ସକ୍ରିୟ କଲ୍ ଅଛି। ଗୋଟିଏ ନୂଆ କଲ୍କୁ ସ୍ଥାପନ କରିବା ପୂର୍ବରୁ ଦୟାକରି ବିଦ୍ୟମାନ ଥିବା କଲ୍କୁ ସମାପ୍ତ କିମ୍ବା ମର୍ଜ କରନ୍ତୁ।"
"କନେକ୍ଟ କରିହେଲା ନାହିଁ, ଦୟାକରି ଗୋଟିଏ ବୈଧ SIM କାର୍ଡ ଇନସର୍ଟ କରନ୍ତୁ।"
"ୱାଇ-ଫାଇ କନେକ୍ସନ୍ ହଜିଗଲା। କଲ୍ ସମାପ୍ତ ହୋଇଗଲା।"
"ବ୍ୟାଟେରୀ କମ୍ ଥିବା ହେତୁ ଆପଣ ଭିଡିଓ କଲ୍ କରିପାରିବେ ନାହିଁ।"
"ଅଳ୍ପ ବ୍ୟାଟେରୀ ଥିବା ହେତୁ ଭିଡିଓ କଲ୍ ସମାପ୍ତ ହୋଇଗଲା।"
"ଏହି ଲୋକେସନ୍ରେ ୱାଇ-ଫାଇ କଲିଂରେ ଆପାତକାଳୀନ କଲ୍ ଉପଲବ୍ଧ ନାହିଁ।"
"ଏହି ଲୋକେସନ୍ରେ ୱାଇ-ଫାଇ କଲିଂ ଉପଲବ୍ଧ ନାହିଁ।"
"ଭଏସମେଲ୍ PINକୁ ବଦଳାନ୍ତୁ"
"ଜାରି ରଖନ୍ତୁ"
"ବାତିଲ୍ କରନ୍ତୁ"
"ଠିକ୍ ଅଛି"
"ଆପଣଙ୍କର ପୁରୁଣା PINକୁ ନିଶ୍ଚିତ କରନ୍ତୁ"
"ଜାରି ରଖିବା ପାଇଁ ଆପଣଙ୍କର ଭଏସମେଲ୍ PINକୁ ପ୍ରବେଶ କରନ୍ତୁ।"
"ଗୋଟିଏ ନୂଆ PIN ସେଟ୍ କରନ୍ତୁ"
"PIN ନିଶ୍ଚିତରୂପେ %1$d-%2$d ଅଙ୍କବିଶିଷ୍ଟ ହେବା ଉଚିତ୍।"
"ଆପଣଙ୍କ PIN ନିଶ୍ଚିତ କରନ୍ତୁ"
"PIN ମେଳ ହେଉ ନାହିଁ"
"ଭଏସମେଲ୍ PIN ଅପଡେଟ୍ ହୋଇଛି"
"PIN ସେଟ୍ କରିବାରେ ଅସମର୍ଥ"
"ଡାଟା ରୋମିଙ୍ଗ ବନ୍ଦ ଅଛି"
"ଡାଟା ରୋମିଙ୍ଗ ଚାଲୁ ଅଛି"
"ବର୍ତ୍ତମାନ ରୋମିଙ୍ଗରେ ଅଛି, ଡାଟା ପ୍କାନ୍ ଆବଶ୍ୟକ"
"ବର୍ତ୍ତମାନ ରୋମିଙ୍ଗରେ ଅଛି, ଡାଟା ପ୍କାନ୍ ସକ୍ରିୟ ଅଛି"
"ଲିଛି ମୋବାଇଲ୍ ଡାଟା ବଳକା ନାହିଁ"
"ଲିଛି ମୋବାଇଲ୍ ଡାଟା ବଳକା ନାହିଁ"
"%s ମାଧ୍ୟମରେ ମୋବାଇଲ୍ ଡାଟାକୁ ଯୋଡ଼ନ୍ତୁ"
"କୈଣସି ରୋମିଙ୍ଗ ପ୍ଲାନ୍ ନାହିଁ"
"%s ମାଧ୍ୟମରେ ରୋମିଙ୍ଗ ପ୍ଲାନ୍କୁ ଯୋଡ଼ନ୍ତୁ"
"ଆପଣଙ୍କ କେରିଅର୍ %s ମାଧ୍ୟମରେ ଆପଣ ମୋବାଇଲ୍ ଡାଟା କିମ୍ବା ରୋମିଙ୍ଗ ପ୍ଲାନ୍କୁ ଯୋଡ଼ିପାରିବେ।"
"ଡାଟାକୁ ଯୋଡ଼ିବେ?"
"ଆପଣଙ୍କୁ %s ମାଧ୍ୟମରେ ଡାଟା ଯୋଡ଼ିବାକୁ ପଡ଼ିପାରେ"
"ଡାଟା ଯୋଡ଼ନ୍ତୁ"
"ବାତିଲ୍ କରନ୍ତୁ"
"କଲ୍ ସମାପ୍ତ ହୋଇଛି"
"ଏୟାରପ୍ଲେନ୍ ମୋଡ୍ ଚାଲୁ ଅଛି"
"SIM କାର୍ଡକୁ ଆକ୍ସେସ୍ କରିହେଉନାହିଁ"
"ମୋବାଇଲ୍ ନେଟ୍ୱର୍କ ଉପଲବ୍ଧ ଅଛି"
"ଆପଣ ଡାଏଲ୍ କରିବା ପାଇଁ ଚେଷ୍ଟା କରୁଥିବା ଫୋନ୍ ନମ୍ବର୍ରେ ସମସ୍ୟା ଅଛି। ତ୍ରୁଟି କୋଡ୍ 1।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 3।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 6।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 8।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 16।"
"ୟୁଜର୍ ବ୍ୟସ୍ତ ଅଛନ୍ତି"
"ୟୁଜର୍ ଉତ୍ତର ଦେଉନାହାନ୍ତି"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 19।"
"କଲ୍କୁ ପ୍ରତ୍ୟାଖ୍ୟାନ କରାଗଲା"
"ନମ୍ବର୍ ବଦଳିଯାଇଛି"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 25।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 26।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 27।"
"ଅବୌଧ ନମ୍ବର୍ ଫର୍ମାଟ୍ (ଅସମ୍ପୂର୍ଣ୍ଣ ନମ୍ବର୍)"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 29।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 30।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 31।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 34।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 38।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 41।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 42।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 43।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 44।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 47।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 49।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 50।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 55।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 57।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 58।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 63।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 65।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 68।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 69।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 70।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 79।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 81।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 87।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 88।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 91।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 95।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 96।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 97।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 98।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 99।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 100।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 101।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 102।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 111।"
"କଲ୍ ସମ୍ପୂର୍ଣ୍ଣ କରିହେଲା ନାହିଁ। ତ୍ରୁଟି କୋଡ୍ 127।"
"କଲ୍ ରୋକନ୍ତୁ"
"ଅନ୍ ଅଛି"
"ଅଫ୍ ଅଛି"
"ସମସ୍ତ ଆଉଟ୍ଗୋଇଙ୍ଗ"
"ସମସ୍ତ ଆଉଟ୍ଗୋଇଙ୍ଗର ଅବରୋଧକୁ ଅକ୍ଷମ କରିବେ?"
"ସମସ୍ତ ଆଉଟ୍ଗୋଇଙ୍ଗକୁ ଅବରୋଧ କରିବେ?"
"ଆଉଟ୍ଗୋଇଙ୍ଗ ଅନ୍ତରାଷ୍ଟ୍ରୀୟ"
"ଆଉଟ୍ଗୋଇଙ୍ଗ ଅନ୍ତରାଷ୍ଟ୍ରୀୟ କଲ୍ର ଅବରୋଧକୁ ଅକ୍ଷମ କରିବେ?"
"ଆଉଟ୍ଗୋଇଙ୍ଗ ଅନ୍ତରାଷ୍ଟ୍ରୀୟ କଲ୍କୁ ଅବରୋଧ କରିବେ?"
"ଆଉଟ୍ଗୋଇଙ୍ଗ ଅନ୍ତରାଷ୍ଟ୍ରୀୟ ରୋମିଙ୍ଗ"
"ଆଉଟ୍ଗୋଇଙ୍ଗ ଅନ୍ତରାଷ୍ଟ୍ରୀୟ ରୋମିଙ୍ଗର ଅବରୋଧକୁ ଅକ୍ଷମ କରିବେ?"
"ଆଉଟ୍ଗୋଇଙ୍ଗ ଅନ୍ତରାଷ୍ଟ୍ରୀୟ ରୋମିଙ୍ଗକୁ ଅବରୋଧ କରିବେ?"
"ସମସ୍ତ ଇନ୍କମିଙ୍ଗ"
"ସମସ୍ତ ଇନ୍କମିଙ୍ଗ କଲ୍ର ଅବରୋଧକୁ ଅକ୍ଷମ କରିବେ?"
"ସମସ୍ତ ଇନ୍କମିଙ୍ଗ କଲ୍କୁ ଅବରୋଧ କରିବେ?"
"ଇନ୍କମିଙ୍ଗ ଅନ୍ତରାଷ୍ଟ୍ରୀୟ ରୋମିଙ୍ଗ"
"ସମସ୍ତ ଇନ୍କମିଙ୍ଗ ଅନ୍ତରାଷ୍ଟ୍ରୀୟ ରୋମିଙ୍ଗର ଅବରୋଧକୁ ଅକ୍ଷମ କରିବେ?"
"ଇନ୍କମିଙ୍ଗ ଅନ୍ତରାଷ୍ଟ୍ରୀୟ ରୋମିଙ୍ଗକୁ ଅବରୋଧ କରିବେ?"
"ସମସ୍ତକୁ ନିଷ୍କ୍ରିୟ କରନ୍ତୁ"
"ସମସ୍ତ କଲ୍ ରୋକିବା ସେଟିଙ୍ଗକୁ ନିଷ୍କ୍ରିୟ କରନ୍ତୁ"
"ସମସ୍ତ କଲ୍ ରୋକିବା ନିଷ୍କ୍ରିୟ ହୋଇଯାଇଛି"
"ପାସ୍ୱର୍ଡ ବଦଳାନ୍ତୁ"
"କଲ୍ ରୋକିବା ପାସ୍ୱର୍ଡକୁ ବଦଳାନ୍ତୁ"
"କଲ୍ ବାରିଂ ପାସ୍ୱାର୍ଡକୁ ବଦଳା ଯାଇପାରିବ ନାହିଁ"
"ପାସ୍ୱର୍ଡ ମେଳ ହେଉ ନାହିଁ"
"4 ଅଙ୍କ ବିଶିଷ୍ଟ ଗୋଟିଏ ପାସ୍ୱର୍ଡ ପ୍ରବେଶ କରନ୍ତୁ"
"ପାସ୍ୱର୍ଡ ବଦଳାଯାଇଛି"
"ପୁରୁଣା ପାସ୍ୱର୍ଡ"
"ନୂଆ ପାସ୍ୱର୍ଡ"
"ପାସ୍ୱର୍ଡ ସୁନିଶ୍ଚିତ କରନ୍ତୁ"
"ପାସ୍ୱର୍ଡ ପ୍ରବେଶ କରନ୍ତୁ"
"କଲ୍ ରୋକିବା ସେଟିଙ୍ଗ"
"ନେଟ୍ୱର୍କ ବ୍ୟସ୍ତ ଅଛି। ଦୟାକରି ଆପଣ ପରେ ପୁଣି କଲ୍ ଚେଷ୍ଟା କରିବା ପାଇଁ ଚେଷ୍ଟା କରନ୍ତୁ।"
"ନେଟ୍ୱର୍କ ବ୍ୟସ୍ତ ଅଛି। ସହାୟତା ପାଇଁ ଆପଣଙ୍କର ମୋବାଇଲ୍ ଅପରେଟର୍ଙ୍କୁ ଯୋଗାଯୋଗ କରନ୍ତୁ।"
"କଲ୍ ଅନ୍ୟ ପାଖକୁ ଯିବା ବଦଳରେ ନିଜ ପାଖକୁ ଆସିଯାଇଛି।"
"କଲ୍କୁ ଫରୱାର୍ଡ କରାଯାଇଛି।"
"କଲ୍ ଅପେକ୍ଷାରେ ଅଛି।"
"ନମ୍ବର୍ ଅବରୋଧକୁ ପ୍ରତ୍ୟାଖ୍ୟାନ କରାଗଲା।"
"ନିକଟତମ ୟୁଜର୍ ଗ୍ରୁପ୍ ଦ୍ଵାରା କଲ୍ରେ ସୀମିତ।"
"ଇନକମିଙ୍ଗ କଲ୍କୁ ରୋକାଯାଇଛି।"
"ଆଉଟ୍ଗୋଇଙ୍ଗ କଲ୍କୁ ରୋକାଯାଇଛି।"
"କଲ୍ ଫରୱାର୍ଡିଙ୍ଗ ସକ୍ରିୟ ଅଛି।"
"ଅତିରିକ୍ତ କଲ୍କୁ ଫରୱାର୍ଡ କରାଗଲା।"
"ସ୍ପଷ୍ଟ କଲ୍ ଟ୍ରାନ୍ସଫର୍ ସମ୍ପୂର୍ଣ୍ଣ ହେଲା।"
"ସ୍ପଷ୍ଟ କଲ୍ ଟ୍ରାନ୍ସଫର୍ ଜାରି ଅଛି।"
"କଲ୍ ହୋଲ୍ଡରେ ଅଛି।"
"କଲ୍ ପୁଣି ଆରମ୍ଭ ହେଲା।"
"କଲ୍କୁ ଅନ୍ୟକୁ ପଠାଯାଇଥିବା ବେଳେ ତାହା ନିଜପାଖକୁ ଆସିଯାଇଥିଲା।"
"ଫରୱାର୍ଡ କରାଯାଇଥିବା କଲ୍।"
"କନଫରେନ୍ସ କଲ୍ରେ ଯୋଗ ଦେବା।"
"ହୋଲ୍ଡ କରାଯାଇଥିବା କଲ୍ରୁ ହୋଲ୍ଡ ହଟାଇଦିଆଗଲା।"
"ଡିଭାଇସ୍ଟି ବର୍ତ୍ତମାନ ବ୍ୟବସ୍ଥିତ ହେଉଥିବା ଯୋଗୁଁ ଡିଭାଇସ୍ଭାବରେ ଏକ କଲ୍ କରି ହେବ ନାହିଁ।"
"ପୂର୍ବରୁ ଅନ୍ୟ ଏକ ଆଉଟ୍ଗୋଇଂ କଲ୍ ଡାଏଲ୍ କରାଯାଉଥିବା ଯୋଗୁଁ ଏକ କଲ୍ କରିପାରିବେ ନାହିଁ।"
"ଗୋଟିଏ ଉତ୍ତର ଦିଆଯାଇନଥିବା ଇନ୍କମିଂ କଲ୍ ଯୋଗୁଁ ଅନ୍ୟ ଏକ କଲ୍ କରିପାରିବେ ନାହିଁ । ଏକ ନୂତନ କଲ୍ କରିବା ପୂର୍ବରୁ ଇନ୍କମିଂ କଲ୍ଟିର ଉତ୍ତର ଦିଅନ୍ତୁ କିମ୍ବା ଏହାକୁ ଅଗ୍ରାହ୍ୟ କରନ୍ତୁ।"
"ro.telephony.disable-call ସିଷ୍ଟମ୍ ଗୁଣର ପ୍ରୟୋଗ କରି କଲ୍ କରିବାର ସୁବିଧାକୁ ଅକ୍ଷମ କରାଯାଇଥିବା ଯୋଗୁଁ ଏକ କଲ୍ କରାଯାଇପାରିବ ନାହିଁ।"
"ଏକାସଙ୍ଗେ ଦୁଇଟି କଲ୍ ପ୍ରକ୍ରିୟାରେ ଥିବା ଯୋଗୁଁ ଏକ କଲ୍ କରାଯାଇପାରିବ ନାହିଁ। ଏକ ନୂତନ କଲ୍ କରିବା ପୂର୍ବରୁ ଗୋଟିଏ କଲ୍କୁ ବିଚ୍ଛିନ୍ନ କରନ୍ତୁ କିମ୍ବା ଉଭୟ କଲ୍କୁ ଯୋଡ଼ି ଏକ କନ୍ଫରେନସ୍ କଲ୍ରେ ପରିଣତ କରନ୍ତୁ।"
"%s ବ୍ୟବହାର କରିବାକୁ, ମୋବାଇଲ୍ ଡାଟା ଚାଲୁଥିବା ସୁନିଶ୍ଚିତ କରନ୍ତୁ। ଆପଣ ଏହାକୁ ମୋବାଇଲ୍ ନେଟ୍ୱର୍କ ସେଟିଂସ୍ରେ ବଦଳାଇପାରିବେ।"
"%s ବ୍ୟବହାର କରିବାକୁ, ମୋବାଇଲ୍ ଡାଟା ଏବଂ ଡାଟା ରୋମିଂ ଚାଲୁ ଥିବା ସୁନିଶ୍ଚିତ କରନ୍ତୁ। ଆପଣ ଏହାକୁ ମୋବାଇଲ୍ ନେଟ୍ୱର୍କ ସେଟିଂସ୍ରେ ବଦଳାଇପାରିବେ।"
"%1$s ବ୍ୟବହାର କରିବାକୁ, ସିମ୍ %2$dରେ ମୋବାଇଲ୍ ଡାଟା ଚାଲୁ ଥିବା ସୁନିଶ୍ଚିତ କରନ୍ତୁ। ଆପଣ ଏହାକୁ ମୋବାଇଲ୍ ନେଟ୍ୱର୍କ ସେଟିଂସ୍ରେ ବଦଳାଇପାରିବେ।"
"%1$s ବ୍ୟବହାର କରିବାକୁ, ସିମ୍ %2$dରେ ମୋବାଇଲ୍ ଡାଟା ଏବଂ ଡାଟା ରୋମିଂ ଚାଲୁ ଥିବା ସୁନିଶ୍ଚିତ କରନ୍ତୁ। ଆପଣ ଏହାକୁ ମୋବାଇଲ୍ ନେଟ୍ୱର୍କ ସେଟିଂସ୍ରେ ବଦଳାଇପାରିବେ।"
"ଖାରଜ କରନ୍ତୁ"
"ଡାଟା ସଂଯୋଗ ସକ୍ରିୟ କରନ୍ତୁ"
"ଡାଟା ସଂଯୋଗ ଅକ୍ଷମ ହୋଇଛି"
"VoLTE ପ୍ରାବଧାନ କରାଯାଇଛି"
"ଭିଡିଓ କଲିଂ ପ୍ରାବଧାନ କରାଯାଇଛି"
"Wifi କଲିଂ ପ୍ରାବଧାନ କରାଯାଇଛି"
"EAB/ଉପସ୍ଥିତି ପ୍ରାବଧାନ କରାଯାଇଛି"
"Cbrs ଡାଟା"
"DSDS ସକ୍ଷମ କରନ୍ତୁ"
"ଡିଭାଇସ୍ ରିଷ୍ଟାର୍ଟ କରିବେ?"
"ଏହି ସେଟିଂ ବଦଳାଇବାକୁ ଆପଣଙ୍କୁ ଆପଣଙ୍କର ଡିଭାଇସ୍ ରିଷ୍ଟାର୍ଟ କରିବାକୁ ହେବ।"
"ରିଷ୍ଟାର୍ଟ କରନ୍ତୁ"
"ବାତିଲ୍ କରନ୍ତୁ"
"ମୋବାଇଲ୍ ରେଡିଓ ପାୱାର୍"
"ସିମ୍ରେ ଥିବା ଠିକଣା ପୁସ୍ତକ ଦେଖନ୍ତୁ"
"ସ୍ଥାୟୀ ଡାଏଲିଂ ନମ୍ୱରଗୁଡ଼ିକୁ ଦେଖନ୍ତୁ"
"ସର୍ଭିସ୍ ଡାଏଲିଂ ନମ୍ୱରଗୁଡ଼ିକ ଦେଖନ୍ତୁ"
"IMS ସେବା ସ୍ଥିତି"
"IMS ସ୍ଥିତି"
"ରେଜିଷ୍ଟ୍ରେସନ୍ ହୋଇଛି"
"ରେଜିଷ୍ଟ୍ରେସନ୍ ହୋଇ ନାହିଁ"
"ଉପଲବ୍ଧ ଅଛି"
"ଉପଲବ୍ଧ ନାହିଁ"
"IMS ରେଜିଷ୍ଟ୍ରସନ୍: %1$s\nଭଏସ୍ ଓଭର୍ LTE: %2$s\nଭଏସ୍ ଓଭର୍ ୱାଇ-ଫାଇ: %3$s\nଭିଡିଓ କଲିଙ୍ଗ: %4$s\nUT ଇଣ୍ଟର୍ଫେସ୍: %5$s"
"ସେବାରେ ଅଛି"
"ଏବେ କାମ କରୁନାହିଁ"
"କେବଳ ଜରୁରୀକାଳୀନ କଲ୍"
"ରେଡିଓ ବନ୍ଦ କରନ୍ତୁ"
"ରୋମିଂ"
"ରୋମିଂରେ ନାହିଁ"
"ନିଷ୍କ୍ରିୟ"
"ରିଂ ହେଉଛି"
"କଲ୍ ଚାଲୁଛି"
"ବିଚ୍ଛିନ୍ନ କରାଯାଇଛି"
"ସଂଯୋଗ କରାଯାଉଛି"
"ସଂଯୋଗ କରାଯାଇଛି"
"ନିଲମ୍ବନ କରାଯାଇଛି"
"ଅଜଣା"
"ପ୍ୟାକେଟ୍"
"ବାଇଟ୍ସ"
"dBm"
"asu"
"LAC"
"CID"
"ବର୍ତ୍ତମାନର subId:"
"ଡିଫଲ୍ଟ ଡାଟା SIMର SubId:"
"DL ବ୍ୟାଣ୍ଡୱିଡଥ୍ (kbps):"
"UL ବ୍ୟାଣ୍ଡୱିଡଥ୍ (kbps):"
"LTE ଫିଜିକାଲ୍ ଚ୍ୟାନେଲ୍ କନ୍ଫିଗରେସନ୍:"
"ସେଲ୍ ସୂଚନା ରିଫ୍ରେସ୍ ଦର:"
"ସମସ୍ତ ସେଲ୍ ପରିମାପ ସୂଚନା:"
"ଡାଟା ସେବା:"
"ରୋମିଂ:"
"IMEI:"
"କଲ୍ ରିଡାଇରେକ୍ଟ:"
"ବୁଟ୍ ପରଠାରୁ PPP ରିସେଟ୍ର ସଂଖ୍ୟା:"
"ବର୍ତ୍ତମାନର ନେଟ୍ୱାର୍କ:"
"ଡାଟା ପ୍ରାପ୍ତ ହୋଇଛି:"
"ଭଏସ୍ ସେବା:"
"ସିଗ୍ନାଲ୍ ଦକ୍ଷତା:"
"ଭଏସ୍ କଲ୍ ସ୍ଥିତି:"
"ଡାଟା ପଠାଯାଇଛି:"
"ବାର୍ତ୍ତା ଅପକ୍ଷାରତ:"
"ଫୋନ୍ ନମ୍ଵର"
"ରେଡିଓ ବ୍ୟାଣ୍ଡ ଚୟନ କରନ୍ତୁ"
"ଭଏସ୍ ନେଟ୍ୱାର୍କ ପ୍ରକାର:"
"ଡାଟା ନେଟ୍ୱାର୍କର ପ୍ରକାର:"
"ଫୋନ୍ ଇଣ୍ଡେକ୍ସ ବାଛନ୍ତୁ"
"ନିଜ ପସନ୍ଦର ନେଟ୍ୱାର୍କ ପ୍ରକାର ସେଟ୍ କରନ୍ତୁ:"
"ହୋଷ୍ଟନାମ (www.google.com) IPv4 ପିଙ୍ଗ କରନ୍ତୁ:"
"ହୋଷ୍ଟନାମ (www.google.com) IP6 ପିଙ୍ଗ କରନ୍ତୁ:"
"HTTP କ୍ଲାଏଣ୍ଟ ଟେଷ୍ଟ:"
"ପିଂ ଟେଷ୍ଟ ଚଲାନ୍ତୁ"
"SMSC:"
"ଅପ୍ଡେଟ୍ କରନ୍ତୁ"
"ରିଫ୍ରେସ୍ କରନ୍ତୁ"
"DNS ଯାଞ୍ଚ ଟୋଗଲ୍ କରନ୍ତୁ"
"OEM-ନିର୍ଦ୍ଦିଷ୍ଟ ସୂଚନା/ସେଟିଂସ୍"
"EN-DC ଉପଲବ୍ଧ:"
"DCNR ପ୍ରତିବନ୍ଧିତ:"
"NR ଉପଲବ୍ଧ:"
"NR ସ୍ଥିତି:"
"NR ଫ୍ରିକ୍ୱେନ୍ସୀ:"
"ରେଡିଓ ବ୍ୟାଣ୍ଡ ମୋଡ୍ ସେଟ୍ କରନ୍ତୁ"
"ବ୍ୟାଣ୍ଡ ତାଲିକା ଲୋଡ୍ କରାଯାଉଛି…"
"ସେଟ୍ କରନ୍ତୁ"
"ଅସଫଳ"
"ସଫଳ"
"ଟାବ୍ଲେଟ୍ ସୂଚନା"
"ଫୋନ୍ ସୂଚନା"
"ମୋବାଇଲ୍ କମ୍ପାନୀ ପ୍ରାବଧାନ ସୂଚନା"
"କେରିଅର୍ ପ୍ରୋଭିଜନିଂ ଟ୍ରିଗର୍ କରନ୍ତୁ"
"ଆପଣଙ୍କ ବ୍ଲୁଟୁଥ୍ ସିଗନାଲ୍ ଦୁର୍ବଳ ଅଛି। ସ୍ପିକରଫୋନକୁ ସ୍ୱିଚ୍ କରିବା ପାଇଁ ଚେଷ୍ଟା କରନ୍ତୁ।"
"କଲ୍ ଗୁଣବତ୍ତା ବିଜ୍ଞପ୍ତି"
"ଅସମର୍ଥିତ SIP ଆକାଉଣ୍ଟଗୁଡ଼ିକ"